ETV Bharat / state

ଫୁଲ ତୋଳିବାକୁ ଯାଇ ଭାଲୁ ହାବୁଡରେ ମା’-ଝିଅ

ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରାଞ୍ଚଳ ଜୁନାଡିହି କଲେଜ ପଡାରେ ମା, ଝିଅଙ୍କୁ ଆକ୍ରମଣ କରିଛି ଭାଲୁ ।

author img

By

Published : May 20, 2019, 11:52 AM IST

Updated : May 20, 2019, 1:05 PM IST

ଫଟୋ ସୌଜନ୍ୟ ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡ଼ା: ଭାଲୁ ଆକ୍ରମଣରେ ମା, ଝିଅ ଗୁରୁତର । ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରାଞ୍ଚଳ ଜୁନାଡିହି କଲେଜ ପଡାରେ ଏହି ଘଟଣା ଘଟିଛି । ଏଥିରେ ଅନିତା ମେହେର ଓ 16ବର୍ଷ ଝିଅ ରଶ୍ମି ମେହେର ଗୁରୁତର ହୋଇଛନ୍ତି । ସେମାନଙ୍କୁ ଲହୁ ଲୁହାଣ ଅବସ୍ଥାରେ ଟିଆରଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଆଜି ଭୋରରୁ ମା ଝିଅ ଫୁଲ ତୋଳିବାକୁ ଯାଇଥିବାବେଳେ ଏକ ବଣୁଆ ଭାଲୁ ଆକ୍ରମଣ କରିଥିଲା । ବହୁ କଷ୍ଟରେ ଗ୍ରାମବାସୀ ମା ଓ ଝିଅଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ । ଅନିତା ଓ ଝିଅ ରଶ୍ମୀଙ୍କ ଜଙ୍ଘରେ ଗଭୀର ଆଘାତ ହୋଇଛି। ଅନ୍ୟପଟେ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Slug.:- BHALU AKRAMANA
Report:- Rabi Narayan Sahu , Place :- Jharsuguda

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୋୖରାଞ୍ଚଳ ଜୁନାଡ଼ିହି କଲେଜ ପଡ଼ା ରେ ସକାଳୁ ଫୁଲ ତୋଳିବା କୁ ଯାଇଥିବା ବେଳେ ଭାଲୁ ଆକ୍ରମଣ ରେ ମାଁ ଝିଅ ଗୁରୁତର । ଆଜି ଭୋର ରେ ଜୁନାଡ଼ିହି କଲେଜପଡ଼ା ନିବାସୀ କାହ୍ନୁ ମେହେର ଙ୍କ ସ୍ତ୍ରୀ ଅନିତା ମେହେର (37) ଏବଂ ତାଙ୍କର 16 ବର୍ଷ ର ଝିଅ ରଶ୍ମି ମେହେର ସକାଳୁ ଫୁଲ ତୋଳିବାକୁ ଯାଇଥିବା ବେଳେ ଗୋଟିଏ ଜଙ୍ଗଲୀ ଭାଲୁ ଆକ୍ରମଣ କରିଥିଲା ଫଳରେ ଉଭୟ ମାଁ ଝିଅ ଲହୁଲୁହାଣ ହୋଇଯାଇଛନ୍ତି। ବହୁ କଷ୍ଟ ରେ ଉଭୟ ଙ୍କୁ ଭାଲୁ କବଳରୁ ରକ୍ଷା କରି ଟିଆରଏଲ ହସ୍ପିଟାଲ କୁ ନେଇଛନ୍ତି ଗ୍ରାମବସୀ। ଭାଲୁ ଆକ୍ରମଣ ରେ ଉଭୟ ମାଁ ଏବଂ ଝିଅ ଙ୍କର ଜଙ୍ଘ ରେ ଆଘାତ ହୋଇଥିବା।  ଟିଆରଏଲ ହସ୍ପିଟାଲ ରେ ଉଭୟ ମାଁ ଝିଅ ଙ୍କର ଚିକିତ୍ସା କରାଯାଇଛି । ଅନ୍ୟପଟେ ଘଟଣା ସ୍ଥଳକୁ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।
Last Updated : May 20, 2019, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.