ETV Bharat / state

ହୋଣ୍ଡା ଶୋ’ ରୁମରୁ 9 ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ - ଲକର

ସ୍ଥାନୀୟ ବାଇପାସ ବେହେରାପାଟ ଅନ୍ତର୍ଗତ ହୋଣ୍ଡା ଶୋ’ ରୁମରେ ଚୋରୀ । କେହି ଦୁର୍ବୃତ୍ତ ଶୋ’ ରୁମର କବାଟ ତାଡି ପଶିବା ସହ ଶୋ’ ରୁମର କ୍ୟାସ କାଉଣ୍ଟର ପାଖରେ ଥିବା ଲକର ଉଠାଇ ନେଇଥିବା ଜଣା ପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Aug 25, 2019, 3:20 PM IST

ଝାରସୁଗୁଡା: ସ୍ଥାନୀୟ ବାଇପାସ ବେହେରାପାଟ ଅନ୍ତର୍ଗତ ହୋଣ୍ଡା ଶୋ’ ରୁମରେ ଚୋରୀ । କେହି ଦୁର୍ବୃତ୍ତ ଶୋ’ ରୁମର କବାଟ ତାଡି ପଶିବା ସହ ଶୋ’ ରୁମର କ୍ୟାସ କାଉଣ୍ଟର ପାଖରେ ଥିବା ଲକର ଉଠାଇ ନେଇଥିବା ଜଣା ପଡିଛି । ଏଥିସହ କିଛି ବାଇକର ପାର୍ଟ ମଧ୍ୟ ଚୋରୀ କରିଛନ୍ତି ଦୁର୍ବୃତ୍ତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଘଟଣାରେ ପାଖାପାଖି 9 ଲକ୍ଷ ଟଙ୍କା ଚୋରୀ ହୋଇଥିବା ବେଳେ ଏନେଇ ଶୋ’ ରୁମ ମାଲିକ ହରିଶ ମୋଦୀ ବିଟିଏମ୍‌ ଫାଣ୍ଡିରେ ଲିଖିତ ଜଣାଇଛନ୍ତି । ତେବେ ଏହି ଲୁଟ ଶନିବାର କିମ୍ବା ଶୁକ୍ରବାର ରାତିରେ ହୋଇଥିବା ସନ୍ଦେହ କରିଛନ୍ତି ହରିଶ । କାରଣ ପ୍ରତି ଶନିବାର ଶୋ’ ରୁମ ବନ୍ଦ ରୁହେ ।

ଅନ୍ୟପଟେ ଘଟଣାରେ କିଛି ଶୋ’ ରୁମ କର୍ମଚାରୀଙ୍କ ହାତ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ମଟରସାଇକେଲ ଶୋରୁମ ରୁ ଚୋରି . ଏପରି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ବାଇପାସ ବେହେରାପାଟ ଅନ୍ତର୍ଗତ ହୋଣ୍ଡା ଶୋରୁମ ରେ. କେହି ଦୁର୍ବୁତ୍ତ ଶୋରୁମ ର ପଛ କବାଟ ତାଡି ଶୋରୁମ ଭିତରକୁ ପଶି ଆସିଥିଲା ଏବଂ ଶୋରୁମ କେଶ କାଉଣ୍ଟର ନିକଟରେ ଥିବା ଲକରକୁ ସାଙ୍ଗରେ ଉଠାଇନେଇଛନ୍ତି ପାଖାପାଖି ୯ ଲକ୍ଷ ଟଙ୍କା ଚୋରି କରିଥିବା ଜଣା ଯାଇଛି. ଏହା ସହ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ମଟରସାଇକେଲ ପାର୍ଟ ନେଇଛନ୍ତି । ଏନେଇ ଶୋରୁମ ମାଲିକ ହରିଶ ମୋଦି ବିଟିଏମ୍ ଫାଣ୍ଡିରେ ଲିଖିତ ଜଣାଇଛନ୍ତି । ଗତ କାଲି କିମ୍ବା ଶୁକ୍ରବାର ରାତି ରେ କେହି ଏ ଶୋରୁମ ମଧ୍ୟ କୁ ପବେଶ କରି ଏପରି ଚୋରି କରିଛି. କାରଣ ପ୍ରତି ଶନିବାର ଦିନ ଶୋରୁମ ବନ୍ଦ ରହିଥାଏ. ଏନେଇ ଶୋରୁମ କର୍ମଚାରୀ ଙ୍କ ସମ୍ପୃକ୍ତି ଥିବା ମଧ୍ୟ ଆଶଙ୍କା କରା ଯାଉଛି . ଏତଲା ଦେବା ପରେ ପୋଲିସ ତନାଘନା ଜାରିରଖିଛି।Body:।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.