ETV Bharat / state

ବିଭିନ୍ନ ସମସ୍ୟା ନେଇ ଝାରସୁଗୁଡା ଜିଲ୍ଲା ବିଜେପିର ଦାବିପତ୍ର - ଝାରସୁଗୁଡା ଜିଲ୍ଲା ବିଜେପି

ସହରର ବିଭିନ୍ନ ସମ୍ୟସା ନେଇ ପୌରପରିଷଦ ଘେରାଉ କଲା ଝାରସୁଗୁ଼ଡା ଜିଲ୍ଲା ବିଜେପି । ଏକ ମାସ ମଧ୍ୟରେ ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ ।

ବିଭିନ୍ନ ସମସ୍ୟା ନେଇ ଝାରସୁଗୁଡା ଜିଲ୍ଲା ବିଜେପିର ଦାବିପତ୍ର

author img

By

Published : Nov 11, 2020, 3:50 PM IST

Updated : Nov 11, 2020, 3:58 PM IST

ଝାରସୁଗୁଡା: ସହରର ବିଭିନ୍ନ ସମ୍ୟସା ନେଇ ପୌରପରିଷଦ ଘେରାଉ କଲା ଝାରସୁଗୁ଼ଡା ଜିଲ୍ଲା ବିଜେପି । ସମସ୍ୟାର ସମାଧାନ ପାଇଁ 1 ମାସ ସମୟ ଦେଇଛି ଦଳ । ଏହି ସମୟ ଅବଧି ମଧ୍ୟରେ ଏହାର ସମାଧାନ କରାନଗଲେ ପୌରପରିଷଦକୁ ଅଚଳ କରିଦିଆଯିବା ନେଇ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବିଭିନ୍ନ ସମସ୍ୟା ନେଇ ଝାରସୁଗୁଡା ଜିଲ୍ଲା ବିଜେପିର ଦାବିପତ୍ର

ସହରର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରାଗଲେ ସୁଦ୍ଧା କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ଦଳ । ଏହି କାର୍ଯ୍ୟକ୍ରମରେ ବିଜେପି କର୍ମୀ ଯୋଗ ଦେଇ ସ୍ଥାନୀୟ ସରବାହାଲ ସ୍ଥିତ ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ପୌରପରିଷଦ ପହଞ୍ଚି ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ 14 ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ଏହି ପ୍ରତିବାଦର ନେତୃତ୍ବ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଦିନେଶ ଜୈନ ନେଇଥିଲେ ।

ଝାରସୁଗୁଡାରୁ ରବିନାରାଣ ସାହୁ ,ଇଟିଭି ଭାରତ

Last Updated : Nov 11, 2020, 3:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.