ETV Bharat / state

ଆବାସ ଯୋଜନାରେ କେଳେଙ୍କାରୀ, ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲେ ଅଧିକାରୀ - ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲେ ଅଧିକାରୀ

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ମନରେଗା(ଏମଜିଏନଆରଇଜିଏ)ରୁ ଆସିଥିବା ଲକ୍ଷାଧିକ ଟଙ୍କାକୁ ବିଭାଗୀୟ କର୍ମୀ ଚଳୁ କରିଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Irregularity in Abash yojana
ଆବାସ ଯୋଜନାରେ କେଳେଙ୍କାରୀ
author img

By

Published : Nov 27, 2019, 1:28 PM IST

ଝାରସୁଗୁଡା: ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ମନରେଗା(ଏମଜିଏନଆରଇଜିଏ)ରୁ ଆସିଥିବା ଲକ୍ଷାଧିକ ଟଙ୍କାକୁ ବିଭାଗୀୟ କର୍ମୀ ଚଳୁ କରିଥିବାର ଅଭିଯୋଗ ହୋଇଛି । ଝାରସୁଗୁଡା ଲଖନପୁରବ୍ଲକ ପଞ୍ଚଗାଁ ପଞ୍ଚାୟତର କନିଷ୍ଠ ପ୍ରକାଶ ସାହୁ ଓ ପଞ୍ଚଗାଁ ପଞ୍ଚାୟତର ଜିଆରଏସ ପ୍ରଭାତ ସାଙ୍କ ଦୁର୍ନୀତି ହୋଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ନିରପେକ୍ଷ ତଦନ୍ତ କରିବାକୁ ସାମାଜିକ ଗଣମାଧ୍ୟମ ଦାବି କରିଛନ୍ତି ଉକ୍ତ କନିଷ୍ଠ ଯନ୍ତ୍ରୀ ପ୍ରକାଶ ସାହୁ ।

ଆବାସ ଯୋଜନାରେ କେଳେଙ୍କାରୀ

ଯଦି ଏତେ ବଡ ଦୁର୍ନୀତି ହୋଇଛି ତେବେ କିଭଳି ଉପରିସ୍ଥ ଅଧିକାରୀ ଜାଣିପାରିଲେ ନାହିଁ ? ତେଣୁ ଏହା ଅଯଥାରେ ରାଜ୍ୟ ସରକାର ଓ ପ୍ରଶାସନକୁ ବଦନାମ କରାଯାଉଥିବାର କହିଛନ୍ତି ଉକ୍ତ କନିଷ୍ଠ ଯନ୍ତ୍ରୀ ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଏକ ଭିଡିଓ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ପଞ୍ଚଗାଁ ପଞ୍ଚାୟତକୁ ଗତ 6 ବର୍ଷ ମଧ୍ୟରେ ଆବାସ ଯୋଜନାରେ(ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କା ଘର)ମନରେଗାରୁ ଆସିଥିବା ମୋଟ 22ଲକ୍ଷ 32 ହଜାର ଶ୍ରମିକମାନଙ୍କୁ ପାଉଣା ଦିଆଯାଇଥିଲା । ହେଲେ ବର୍ଷକୁ 6 କ୍ଷ ରୁ 16 ଲକ୍ଷ ଟଙ୍କା ଶ୍ରମିକ ପାଉଣାରେ ଦୁର୍ନୀତି ହୋଇଥିବା ନେଇ ଏହି ଭିଡିଓରେ ଦେଖିବାକୁ ମିଳିଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ରେ ଗତ ଛଅ ବର୍ଷରେ ମଧ୍ୟରେ ଆବାସ ଯୋଜନାରେ(ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର) MGNREGA ରୁ ମୋଟ 22 ଲକ୍ଷ 32 ହଜାର ଶ୍ରମିକ ମାନଙ୍କୁ ପାଉଣା ଦିଆ ଯାଇଥିବା ବେଳେ ବର୍ଷକୁ 6 ଲକ୍ଷ ରୁ 16 ଲକ୍ଷ ଟଙ୍କା ଶ୍ରମିକ ପାଉଣା ରେ ଦୁର୍ନୀତି ହୋଇଥିବା କନିଷ୍ଠ ଯନ୍ତ୍ରୀ ପ୍ରକାଶ ସାହୁ ପଞ୍ଚଗାଁ ପଂଚାୟତ ର GRS ପ୍ରଭାତ ସା ବିରୋଧ ରେ ଆକ୍ଷେପ କରୁଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରଲ । ଏତେ ବଡ ଦୁର୍ନୀତି ସମ୍ପର୍କରେ ଉପରିସ୍ଥ ଅଧିକାରୀ କେମିତି ଜାଣି ନାହାନ୍ତି ?? ଯଦ୍ୱାରା ରାଜ୍ୟ ସରକାର ସହିତ ପ୍ରଶାସନ ମଧ୍ୟ ଅଯଥାରେ ବଦନାମ ହେଉଛି । ଏହା ଉପରେ ନିରପେକ୍ଷ ତଦନ୍ତ କରିବା ଦରକାର । ଭିଡ଼ିଓ ଭାଇରଲ ହେବାପରେ କନିଷ୍ଠଯନ୍ତ୍ରୀ ତାଙ୍କର ମତ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।Body:।।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.