ETV Bharat / state

ସୁବର୍ଣ୍ଣପୁରରେ ବେଆଇନ ଟୋଲ ଟିକସ ଆଦାୟ, ଉଚ୍ଛେଦ ପାଇଁ ତେଜିଲା ଦାବି - ସୁବର୍ଣ୍ଣପୁର ଖବର

ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ବେଆଇନ ଟୋଲ ଟିକସ ଆଦାୟ ହେଉଥିବା ଅଭିଯୋଗ ହେଉଛି। ଏବେ ସୁଦ୍ଧା 6 କୋଟି 54 ଲକ୍ଷରୁ ଅଧିକ ଟଙ୍କାର ରାଜସ୍ବ ଆଦାୟ କରାଯାଇଛି। ଅଧିକ ଖବର ପଢନ୍ତୁ...

illegal toll tax
ସୁବର୍ଣ୍ଣପୁରରେ ବେଆଇନ ଟୋଲ ଟିକସ ଆଦାୟ, ଉଚ୍ଛେଦ ପାଇଁ ତେଜିଲା ଦାବି
author img

By

Published : Jan 27, 2020, 2:24 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ବେଆଇନ ଟୋଲ ଟିକସ ଆଦାୟ ହେଉଥିବା ଅଭିଯୋଗ ହେଉଛି। ସୁବର୍ଣ୍ଣପୁର ବିନିକା ରାସ୍ତାରେ ଅଙ୍ଗ ନଦୀ ପୋଲ ପାଖ ନନ୍ଦନମାଲ ଠାରେ ଥିବା ଟୋଲଗେଟରୁ 1993 ମସିହାରୁ ଏହି ଟିକସ ଆଦାୟ କରାଯାଉଛି।

ଆଜିଯାଏଁ 6 କୋଟି 54 ଲକ୍ଷରୁ ଅଧିକ ଟଙ୍କାର ରାଜସ୍ବ ଆଦାୟ କରାଯାଇଛି। ପୋଲ ନିର୍ମାଣରେ ହୋଇଥିବା ଖର୍ଚ୍ଚରୁ ପ୍ରାୟ 2 କୋଟିରୁ ଅଧିକ ଟଙ୍କାର ରାଜସ୍ବ ଆଦାୟ ହୋଇ ସାରିଥିବା ଅଭିଯୋଗ ହେଉଛି। ଟୋଲଗେଟକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ସାଧାରଣରେ ଦାବି ହେଉଛି।

ସୁବର୍ଣ୍ଣପୁରରେ ବେଆଇନ ଟୋଲ ଟିକସ ଆଦାୟ, ଉଚ୍ଛେଦ ପାଇଁ ତେଜିଲା ଦାବି

ଏହି ଟୋଲଗେଟକୁ ଉଚ୍ଛେଦ କରିବା ପାଇଁ ବାରମ୍ବାର ଦାବି ଆପତ୍ତି ହେଉଛି । ଆରଟିଆଇ ସୂଚନା ଅନୁଯାୟୀ ପୁଣି ମାର୍ଚ୍ଚ ମାସରେ ଟେଣ୍ଡର ଆହ୍ବାନ କରାଯାଇଛି। ଆଗକୁ ଟୋଲ ଆଦାୟ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଧମକ ଦିଆଯାଉଛି। ପ୍ରଶାସନ ଏହି ଦାବି ପ୍ରତି ପ୍ରଶାସନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନନେଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡେଇ ଦିଆଯାଇ ନପାରେ ।

illegal toll tax
ସୁବର୍ଣ୍ଣପୁରରେ ବେଆଇନ ଟୋଲ ଟିକସ ଆଦାୟ, ଉଚ୍ଛେଦ ପାଇଁ ତେଜିଲା ଦାବି
illegal toll tax
ସୁବର୍ଣ୍ଣପୁରରେ ବେଆଇନ ଟୋଲ ଟିକସ ଆଦାୟ, ଉଚ୍ଛେଦ ପାଇଁ ତେଜିଲା ଦାବି

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ବେଆଇନ ଟୋଲ ଟିକସ ଆଦାୟ ହେଉଥିବା ଅଭିଯୋଗ ହେଉଛି।ସୁବର୍ଣ୍ଣପୁର ବିନିକା ରାସ୍ତାରେ ଅଙ୍ଗ ନଦୀ ପୋଲ ପାଖ ନନ୍ଦନମାଲ ଠାରେ ଥିବା ଟୋଲଗେଟରୁ 1993 ମସିହାରୁ ଟିକସ ଆଦାୟ କରାଯାଉଛି।ଆଜିଯାଏଁ 6 କୋଟି 54 ଲକ୍ଷରୁ ଅଧିକ ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି।ପୋଲ ନିର୍ମାଣରେ ହୋଇଥିବା ଖର୍ଚ୍ଚରୁ ପ୍ରାୟ 2 କୋଟିରୁ ଅଧିକ ଟଙ୍କାର ରାଜସ୍ୱ ଆଦାୟ ହୋଇ ସାରିଥିବା ଅଭିଯୋଗ ହେଉଛି।ଟୋଲଗେଟକୁ ତୁରନ୍ତ ଉଛେଦ କରିବା ପାଇଁ ଦାବି ହେଉଛି।
ବାଇଟ1ସୁଶାନ୍ତ ଭୋଇ , ଟୋଲଗେଟ କର୍ମଚାରୀ।
ବାଇଟ2 ଓଁକାର ଶର୍ମା , ସ୍ବେଚ୍ଛାସେବୀ।

Body:ଏହି ଟୋଲଗେଟକୁ ଉଚ୍ଛେଦ କରିବା ପାଇଁ ବାରମ୍ବାର ଦାବି ଆପତ୍ତି ହେଉଛି।ଆରଟିଆଇ ସୂଚନା ଅନୁଯାୟୀ ପୁଣି ମାର୍ଚ୍ଚ ମାସରେ ଟେଣ୍ଡର ଆହ୍ୱାନ କରାଯାଇଛି।ଆଗକୁ ଟୋଲ ଆଦାୟ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଧମକ ଦିଆଯାଉଛି।
ବାଇଟ3ବଳଦେବ ବେଦବାକ , ଆଇନଜୀବି , ସୁବର୍ଣ୍ଣପୁର।
ପ୍ରଶାସନ ଏହି ଦାବି ପ୍ରତି ପ୍ରଶାସନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡେଇ ଦିଆଯାଇ ନ ପାରେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।

Conclusion:Completely edited story. special one only needs to publish.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.