ETV Bharat / state

ଝାରସୁଗୁଡା ବିମାନ ବନ୍ଦରରୁ ସମସ୍ତ ଉଡାଣ ବାତିଲ, ଯାତ୍ରୀ ଅସନ୍ତୋଷ - ସ୍ପାଇସ ଜେଟ

ଖରାପ ପାଗ ସାଜିଲା ବାଧା । ଝାରସୁଗୁଡାରୁ ସମସ୍ତ ଉଡାଣ ପୁଣିଥରେ ବାତିଲ ହୋଇଛି ।

ଫାଇଲ ଫଟୋ
author img

By

Published : Jul 1, 2019, 10:38 PM IST

ଝାରସୁଗୁଡା: ଖରାପ ପାଗ କାରଣରୁ ଆଜି ପୁଣିଥରେ ବିମାନସେବା ବାତିଲ କରିଛି ଝାରସୁଗୁଡା ବିମାନ ବନ୍ଦର । ଦିଲ୍ଲୀ ଓ କୋଲକାତାରୁ ଆସିଥିବା ବିମାନ ଅବତରଣ କରିନପାରି ଫେରିଯାଇଛି ।

ଫଳରେ ଝାରସୁଗୁଡାରୁ ଦିଲ୍ଲୀ, ରାୟପୁର, କୋଲକାତା, ହାଇଦ୍ରାବାଦ ଓ ଭୁବନେଶ୍ୱରକୁ ଉଡାଣ ବାତିଲ ହୋଇଛି । ଉଭୟ ସ୍ପାଇସ ଜେଟ ଓ ଏଲାଏନ୍ସଏୟାରର ବିମାନ ସେବା ବନ୍ଦ ରହିଛି । କୋଲକାତା ଓ ଦିଲ୍ଲୀରୁ ଆସିଥିବା ଯାତ୍ରୀ ଓହ୍ଲାଇ ନପାରି ଫେରିଯାଇଛନ୍ତି ।

ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ଖରାପ ପାଗ ଲାଗି ବିମାନସେବା ବାତିଲ ହୋଇଥିଲା । ବିମାନ ବାତିଲ ଯୋଗୁଁ ଫେରିଯାଇଥିବା ଓ ବିମାନ ବନ୍ଦରରେ ଯିବା ଲାଗି ଅପେକ୍ଷା କରିଥିବା ଶତାଧିକ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଝାରସୁଗୁଡାରୁ ରବି ସାହୁ, ଇଟିଭି ଭାରତ

Intro:ଆଜି ପୁଣିଥରେ ବାତିଲ ହେଲା ବିମାନସେବା ।ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପାଗ ଖରାପ ଯୋଗୁଁ ଦିଲ୍ଲୀ ଓ କୋଲକାତା ରୁ ଆସିଥିବା ବିମାନ ଅବତରଣ କରି ନପାରି ଫେରିଗଲା।ଝାରସୁଗୁଡା ରୁ ଦିଲ୍ଲୀ, ରାୟପୁର, କୋଲକାତା, ହାଇଦ୍ରାବାଦ,ଭୁବନେଶ୍ୱର କୁ ଉଡାଣ ବାତିଲ। ଉଭୟ ସ୍ପାଇସ ଜେଟ ଓ ଏଲାଏନ୍ସ ଏଆର ର ବିମାନ ସେବା ବାତିଲ । ଅଞ୍ଚଳର ଶତାଧିକ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ।Body:।।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.