ETV Bharat / state

ନିର୍ବାଚନ ପାଇଁ ଝାରସୁଗୁଡାରେ ଫ୍ଲାଗମାର୍ଚ୍ଚ

ବ୍ରଜରାଜନଗରର ମ୍ୟୁନିସିପାଲଟିରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଶେଷ କରିବା ପାଇଁ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି।

ଫଟୋ ସୌଜନ୍ୟ : ପ୍ରତିନିଧି,ଝାରସୁଗୁଡା
author img

By

Published : Apr 16, 2019, 11:01 AM IST

ଝାରସୁଗୁଡ଼ା : ବ୍ରଜରାଜନଗରର ମ୍ୟୁନିସିପାଲଟିରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଶେଷ କରିବା ପାଇଁ ସୋମବାର ଅପରାହ୍ନରେ ଲଇକେରା ଥାନା ପୋଲିସ ପକ୍ଷରୁ ରାମପୁର, ବୁନ୍ଦିଆ, ମଣ୍ଡଳିଆ ଓ ଗାନ୍ଧିଛକ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଛି।

ଭିଡିଓ ସୌଜନ୍ୟ : ପ୍ରତନିଧି.ଝାରସୁଗୁଡା

ବ୍ରଜରାଜନଗର ଏସ୍ଡ଼ିପିଓ ନୃପ ଚରଣ ଡ଼ନସେନା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାଧିକାରୀ ସମେତ ଥାନାର ସମସ୍ତ କର୍ମଚାରୀ ଓ ଏସଏସବିର ୨ ପ୍ଲାଟୁନ ଫୋର୍ସ ଏଥିରେ ସାମିଲ ହୋଇଥିଲେ। ଏମାନେ ବ୍ରଜରାଜନଗର ଥାନାରୁ ବାହାରି ବିଭିନ୍ନ ଗ୍ରାମକୁ ପରିକ୍ରମା କରିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଛି ବୋଲି ଏସ୍ଡ଼ିପିଓ କହିଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

Intro:Body:

fgdgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.