ETV Bharat / state

ନିଆଁ ଲାଗି ଜଳିଗଲା 6ଟି ବାଇକ - neo apartment

ଝାରସୁଗୁଡା ସ୍ଥିତ ନିଓ ହାଇଟ୍ସ ଆପାର୍ଟମେଣ୍ଟରେ ନିଆଁ ଲାଗି 6ଟି ବାଇକ ଜଳିଯାଇଛି । ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ନିଆଁ ଲାଗିଥିବା ଝାରସୁଗୁଡା ଫାୟାର ଅଫିସର ଶୁଭାଶିଷ ମୁଦୁଲି କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Jun 29, 2019, 5:42 PM IST

ଝାରସୁଗୁଡା: ସହରର ସରବାହଲ ଠାରେ ଥିବା ନିଓ ହାଇଟ୍ସ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି 6ଟି ବାଇକ ଜଳି ଯାଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକରେ ଝାରସୁଗୁଡା ଦମକଳ କେନ୍ଦ୍ରରୁ ତିନୋଟି ଦମକଳ ଗାଡି ପହଞ୍ଚିଥିଲା । ଏହାସହ ବେଦାନ୍ତ ଓ ଭୂଷଣ ଘରୋଇ କମ୍ପାନୀର ଦୁଇଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ କରାଯାଇଥିଲା ।

ଶନିବାର ଦିନ 1 ଟା 45 ମିନିଟରେ ନିଓ ହାଇଟ ଆପାର୍ଟମେଣ୍ଟର ବେସମେଣ୍ଟରେ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନିଆଁ ଲାଗିବାର ଅଧଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ବେଳେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ନିଆଁ ଲାଗିଥିବା ଝାରସୁଗୁଡା ଫାୟାର ଅଫିସର ଶୁଭାଶିଷ ମୁଦୁଲି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ଝାରସୁଗୁଡା ସହରର ସରବାହଲ ଠାରେ ଥିବା ନିଓ ହାଇଟ୍ସ ଆପାର୍ଟମେଂଟରେ ନିଆଁ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ।ନିଆଁ ଲାଗି 6ଟି ବାଇକ ଜଳିଲା।ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ପହଞ୍ଚିଲା ଝାରସୁଗୁଡା ଦମକଳ କେନ୍ଦ୍ର ରୁ ତିନୋଟି ଦମକଳ ଗାଡି ।ଏହା ସହ ବେଦାନ୍ତ ଓ ଭୂଷଣ ଘରୋଇ କମ୍ପାନୀ ର ଦୁଇଟି ଦମକଳ ଗାଡି ନିଆଁ କୁ ଆୟତ୍ତ କରିବା ପାଇଁ ନିୟୋଜିତ କରାଯାଇଛି । ଆଜି ଦିନ 1 ଟା 45 ମିନିଟ ରେ ନିଓ ହାଇଟ ଆପାର୍ଟମେଂଟ ର ବେସମେଣ୍ଟ ରେ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ନିଆଁ ଲାଗିବାର ଅଧଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ବେଳେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ନିଆଁ ଲାଗିଥିବା ଝାରସୁଗୁଡା ଫାୟାର ଅଫିସର କହିଛନ୍ତି ।

ବାଇଟ1:ଶୁଭାଶିଷ ମୁଦୁଲି, ଫାୟାର ଅଫିସର, ଝାରସୁଗୁଡା ।Body:...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.