ETV Bharat / state

TRL କ୍ରୋସାକି ଫ୍ୟାକ୍ଟ୍ରିର ଡୋଲୋମାଇଟ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - ଟିଆରଏଲ କ୍ରୋସାକି କାରଖାନାର ଡୋଲୋମାଇଟ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡା ଡୋଲୋମାଇଟ ପ୍ଲାଣ୍ଟରେ ଘଟିଛି ଅଗ୍ନିକାଣ୍ଡ । ଆଜି ସକାଳେ ଏହି କମ୍ପାନୀ ଭିତରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହାକୁ ଆୟତ୍ତ କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଟିଆରଏଲ କ୍ରୋସାକି କାରଖାନାର ଡୋଲୋମାଇଟ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

author img

By

Published : Mar 3, 2022, 9:50 AM IST

Updated : Mar 3, 2022, 10:06 AM IST

ଝାରସୁଗୁଡ଼ା: ଡୋଲୋମାଇଟ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଆଜି (ଗୁରୁବାର) ସକାଳେ ଝାରସୁଗୁଡା ଜିଲ୍ଲା ଟିଆରଏଲ(ଟାଟା ରିଫ୍ରାକ୍ଟୋରିଜ୍ ଲିମିଟେଡ୍) କ୍ରୋସାକି କାରଖାନାର ଡୋଲୋମାଇଟ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା ।

TRL କ୍ରୋସାକି ଫ୍ୟାକ୍ଟ୍ରିର ଡୋଲୋମାଇଟ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ତେବେ ଖବର ପାଇ ଘଟଣାସ୍ଥଳରେ ଆଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ନେଇ ସୂଚନା ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଏଯାଏଁ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Mar 3, 2022, 10:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.