ETV Bharat / state

କୋରୋନା ଅପଡେଟ: ସୁସ୍ଥ ହେଲେ ଝାରସୁଗୁଡାର 2 ଆକ୍ରାନ୍ତ

author img

By

Published : May 11, 2020, 10:37 PM IST

ରାଜ୍ୟ ପାଇଁ ଖୁସିର ଖବର । କୋରନା ଯୁଦ୍ଧରେ ବିଜୟୀ ହୋଇଛନ୍ତି ଝାରସୁଗୁଡା ଜିଲ୍ଲାର 2 କୋରୋନା ଆକ୍ରାନ୍ତ । ସୋମବାର ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍‌ କରି ଜଣାଇଛି । ଅଧିକ ପଢ଼ନ୍ତୁ...

corona update, corona in odisha, coronavirus news, corona situation in odisha, corona in jharsuguda, jharsuguda latest news, କୋରୋନା ଅପଡେଟ, ଓଡିଶାରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ଓଡିଶାରେ କୋରୋନା ସ୍ଥିତି, ଝାରସୁଗୁଡାରେ କୋରୋନା, ଝାରସୁଗୁଡା ଲାଟେଷ୍ଟ ନ୍ୟୁଜ୍‌
କୋରୋନା ଅପଡେଟ: ସୁସ୍ଥ ହେଲେ ଝାରସୁଗୁଡାର 2 ଆକ୍ରାନ୍ତ

ଝାରସୁଗୁଡା: ରାଜ୍ୟ ପାଇଁ ଖୁସିର ଖବର । କୋରନା ଯୁଦ୍ଧରେ ବିଜୟୀ ହୋଇଛନ୍ତି ଝାରସୁଗୁଡା ଜିଲ୍ଲାର 2 କୋରୋନା ଆକ୍ରାନ୍ତ । ସୋମବାର ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍‌ କରି ଜଣାଇଛି । ପଶ୍ଚିମବଙ୍ଗରୁ ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ଜଣେ ଯୁବତୀଙ୍କଠାରେ କୋରୋନା ଭୂତାଣୁ ଥିବା ଗତ ଏପ୍ରିଲ 29ରେ ଜଣା ପଡିଥିଲା । ସେହିପରି ମେ 2ରେ ଲଖନପୁର ବ୍ଲକ କୋଡାଲୋଇ ଦହଲଡେରା ଅଞ୍ଚଳର ଜଣେ ମହିଳାଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଥିଲା ।

ଉଭୟଙ୍କ ଚିକିତ୍ସା ପରେ ସୋମବାର ଦୁହେଁ ସୁସ୍ଥ ହୋଇଥିବା ଜଣା ପଡିଛି । ଚିକିତ୍ସା ପରେ ଉଭୟଙ୍କଠାରେ ଭୂତାଣୁ ନଥିବା ପରୀକ୍ଷା ପରେ ଜଣାପଡିଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଖବର ସହ ବର୍ତ୍ତମାନ ଝାରସୁଗୁଡ଼ାରେ କୋରୋନା ସଂକ୍ରମଣ ସଂଖ୍ୟା ଶୂନରେ ପହଞ୍ଚିଛି । ସେପଟେ ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତ ସଂଖ୍ୟା 414ରେ ପହଞ୍ଚିବା ବେଳେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ବର୍ତ୍ତମାନ ସୁଦ୍ଧା ମୋଟ 85 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.