ETV Bharat / state

କୋରୋନା ମୁକାବିଲା: ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

author img

By

Published : Mar 31, 2020, 6:52 PM IST

କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍ ।

COVID-19 hospitals to open in all districts in odisha
କୋରୋନା ମୁକାବିଲା: ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଝାରସୁଗୁଡା: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍ । କଟକରେ ହେବ ରକ୍ତ ନମୂନା ପରୀକ୍ଷା ।

ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଥିବାବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ତିନି ରହିଛି । ତେବେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ COVID-19 ହସ୍ପିଟାଲ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି ।

ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ହସ୍ପିଟାଲ ଖୋଲିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଘୋଷଣା କରିଛନ୍ତି । ସେହିପରି କଟକ ଏସ୍‌ସିବିରେ କୋରୋନା ରକ୍ତ ନମୂନା ପରୀକ୍ଷା କରାଯିବ । ଏହି ରକ୍ତ ନମୂନା ପରୀକ୍ଷା ପାଇଁ ICMR ଅନୁମତି ଦେଇଛନ୍ତି ।

ସେପଟେ ବ୍ରହ୍ମପୁର ବଡ ମେଡିକାଲ ଓ ବୁର୍ଲାରେ କୋରୋନା ରକ୍ତ ନମୂନା ପରୀକ୍ଷା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.