ETV Bharat / state

ବଜେଟ ପ୍ରଶଂସାରେ ଚାଟାର୍ଡ ଆକାଉଟାଣ୍ଟ

ବଜେଟକୁ ନେଇ ସାରା ଭାରତ ଖୁସି ବ୍ୟକ୍ତ କରିଥିବାବେଳେ ଚାଲନ୍ତୁ ଜାଣିବା ଝାରସୁଗୁଡାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିକ୍ରିୟା ।

author img

By

Published : Jul 5, 2019, 5:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଆସିଲା ବଜେଟ । ମୋଦି ସରକାରଙ୍କ ଦ୍ବିତୀୟ ଇଂନିସରେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟରେ ଗାଁ, ଚାଷୀ, ମହିଳା ଓ ମଧ୍ୟବିତ୍ତ ପରିବାରକୁ ମିଳିଛି ଖୁସି ଓ ଆଶ୍ବସ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ବଜେଟକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ଚାଲିଥିବାବେଳେ ଏବେ ଝାରସୁଗୁଡାର ଚାଟାର୍ଡ ଆକାଉଣ୍ଟାଣ୍ଟ ମଧ୍ୟ ଏହାକୁ ନେଇ ବେଶ ଖୁସି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ସାଂସଦରେ ବଜେଟ ବିଭିନ୍ନ କ୍ଷେତ୍ରରେ ବଜେଟ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମାଣ । ଆଜିର ବଜେଟ ଅଧିବେଶନ ରେ କେମିତି ରହିଛି କହିଛନ୍ତି ଝାରସୁଗୁଡା ର ଚାଟାର୍ଡ ଆକାଉଣ୍ଟ ଙ୍କ ପ୍ରତିକ୍ରିୟା ଆସନ୍ତୁ ଶୁଣିବା .....

Byte:- ହିମାଂଶୁ ବଡ଼ପଣ୍ଡା , ଚାଟାର୍ଡ ଆକାଉଣ୍ଟ ଝାରସୁଗୁଡ଼ା

Body:।।।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.