ETV Bharat / state

ସୂଚନା ଫଳକରେ ପିଟିହେଲା ବାଇକ: ଜଣେ ମୃତ

author img

By

Published : Nov 18, 2021, 8:40 PM IST

ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ପଞ୍ଚାୟତ କୁଆଁକୁଣ୍ଡା ଠାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକର ମୃତ୍ୟୁ ହୋଇଛି l ଅଧିକ ପଢନ୍ତୁ...

ସୂଚନା ଫଳକରେ ପିଟିହେଲା ବାଇକ: ଦୁର୍ଘଟଣାରେ ଜଣେ ମୃତ

ଝାରସୁଗୁଡ଼ା: ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ପଞ୍ଚାୟତ କୁଆଁକୁଣ୍ଡା ଠାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକର ମୃତ୍ୟୁ ହୋଇଛି l ମୃତ ଯୁବକ ଜଣକ ଛତିଶଗଡ଼ ରାଇଗଡ଼ର କୁଞ୍ଜବିହାରୀ ସିଦାର ବୋଲି ଜଣାପଡିଛି l

କୁଞ୍ଜବିହାରୀ କନକତୋରା ପଟୁ ରାଇଗଡ଼ ପଟକୁ ବାଇକରେ ଯାଉଥିବାବେଳେ ରାସ୍ତା କଡରେ ଥିବା ସୂଚନା ଫଳକରେ ପିଟି ହୋଇଥିଲେ । ତେବେ ଦୁର୍ଘଟଣାର ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି l

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.