ETV Bharat / state

TPSL ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, କାରଖାନାର ଇଣ୍ଡକ୍ସନ ଫର୍ଣ୍ଣେଶ ୟୁନିଟ 3 ସିଲ୍

author img

By

Published : Jul 2, 2020, 10:34 PM IST

ଲହଣ୍ଡାବୁଡ଼ ସ୍ଥିତ TPSL କାରଖାନାର ଇଣ୍ଡକ୍ସନ ଫର୍ଣ୍ଣେଶ ଦୁର୍ଘଟଣାରେ 7 ଶ୍ରମିକ ଆହତ ହେବା ଘଟଣାରେ କାରଖାନାର ଇଣ୍ଡକ୍ସନ ଫର୍ଣ୍ଣେଶ ୟୁନିଟ 3 ସିଲ୍ କଲା ଫ୍ୟାକ୍ଟ୍ରି ଏବଂ ବ୍ରୟଲର ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

TPSL ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
TPSL ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଝାରସୁଗୁଡା: ଲହଣ୍ଡାବୁଡ଼ ସ୍ଥିତ TPSL କାରଖାନାର ଇଣ୍ଡକ୍ସନ ଫର୍ଣ୍ଣେଶ ଦୁର୍ଘଟଣାରେ 7 ଶ୍ରମିକ ଆହତ ହେବା ଘଟଣା । ଘଟଣାସ୍ଥଳରେ ସରଜମିନ ତଦନ୍ତ କଲେ ଝାରସୁଗୁଡା ସ୍ଥିତ ଫ୍ୟାକ୍ଟ୍ରି ଏବଂ ବ୍ରୟଲର ବିଭାଗ ସହକାରୀ ନିର୍ଦ୍ଦେଶକ ଅନୀଲ କୁମାର ନନ୍ଦ ।

TPSL ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
TPSL ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

TPSL ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ କାରଖାନାର ଇଣ୍ଡକ୍ସନ ଫର୍ଣ୍ଣେଶ ୟୁନିଟ 3 କୁ ସିଲ କରାଯାଇଛି । TPSL କମ୍ପାନୀ କର୍ତ୍ତୃପକ୍ଷଙ୍କୁ ୧୦ ଦିନ ମଧ୍ୟରେ ଏହି ଘଟଣାର କାରଣ ଦର୍ଶାଇବାକୁ କୁହାଯାଇଛି । ସେପଟେ ଏଭଳି ଦୁର୍ଘଟଣା କଣ ପାଇଁ ଘଟିଲା ସେନେଇ ଫ୍ୟାକ୍ଟ୍ରି ଏବଂ ବ୍ରୟଲର ବିଭାଗ ନିକଟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

TPSL ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
TPSL ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.