ETV Bharat / state

ପୋଖରୀରେ ବୁଡି ଯୁବକ ମୃତ

ଗାଧୋଇବା ବେଳେ ପୋଖରୀରେ ବୁଡି ପ୍ରାଣ ହରାଇଲେ ଯୁବକ ।

author img

By

Published : Jun 15, 2019, 2:59 PM IST

ଫଟୋ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡା

ଝାରସୁଗୁଡା: ପୋଖରୀରେ ଗାଧୋଉ ଥିବାବେଳେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଯୁବକ ଜଣକ ହେଲେ ଝାଡଖଣ୍ଡର ମହମ୍ମଦ ରସିଦ । ସେ ବେଲପାହାଡ଼ ଥାନା ଅନ୍ତର୍ଗତ କଦେଲପିଟା ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡା

ତେବେ ରସିଦ ବେଲପାହାଡ଼ରେ ଥିବା ତାଙ୍କ ଭଉଣୀ-ଭିଣୋଇଙ୍କ ଘରକୁ ବୁଲିବାକୁ ଆସିଥିଲେ । ଆଜି(ଶନିବାର) ସକାଳୁ ଗାଧୋଇବା ବେଳେ ପୋଖରୀରେ ବୁଡି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ।

ଖବର ପାଇ ବେଲପାହାଡ଼ ପୋଲିସ ପହଞ୍ଚି ଏକ ଅପମୃତୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ କଦେଲପିଟା ପୋଖରୀରେ ବୁଡି ଜଣେ ଯୁବକ ର ମୃତ୍ୟୁ ଘଟିଛି । ଝାରଖଣ୍ଡ ର ମହମ୍ମଦ ରସିଦ ନାମକ ଯୁବକ ବେଲପାହାଡ଼ ରେ ଥିବା ନାନୀ ଭେଣଇ ଘରକୁ ବୁଲିବାକୁ ଆସିଥିଲେ ।ଆଜି ସକାଳୁ ଗାଧୋଇବା ପାଇଁ ବେଲପାହାଡ଼ ନିକଟସ୍ଥ କଦେଲପିଟା ପୋଖରୀକୁ ଗାଧୋଇବା ବେଳେ ଅଘଟଣ ଘଟିଛି । ସ୍ଥାନୀୟ ଲୋକେ ପୋଖରୀ ରୁ ମୃତଦେହ ଉଦ୍ଧାର କରିବା ପରେ ବେଲପାହାଡ଼ ପୋଲିସ ପକ୍ଷରୁ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି ।
ମହମ୍ମଦ ରଶିଦ ମୃତ୍ୟୁ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି।
Body:....Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.