ETV Bharat / state

Zilla Parishad Election: ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲା ବିଜେପି ! ବିଜେଡି କହିଲା ଦମ ନାହିଁ - ଯାଜପୁରରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାରର ପ୍ରଥମ ଦିନରେ ଯାଜପୁରରେ ବିଜେପିକୁ ବଡ଼ ଝଟକା ଲାଗିଛି । ଜିଲ୍ଲାର ୨୯ ନଂ ଜୋନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାସ୍କର ଜେନା ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଅଧିକ ପଢ଼ନ୍ତୁ

ଯାଜପୁର: ୨୯ ନଂ ଜୋନ୍‌ର ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର

author img

By

Published : Jan 24, 2022, 10:40 PM IST

ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାରର ପ୍ରଥମ ଦିନରେ ଯାଜପୁରରେ ବିଜେପିକୁ ବଡ଼ ଝଟକା ଲାଗିଛି । ଜିଲ୍ଲାର ୨୯ ନଂ ଜୋନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାସ୍କର ଜେନା ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ସୋମବାର ସକାଳୁ ଉପଜିଲ୍ଲାପାଳଙ୍କ ନିକଟରୁ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି ଭାସ୍କର । ଫଳରେ ଏହି ଜୋନ୍‌ରେ ବିଜେପି ଜିଲ୍ଲା ପରିଷଦ ଆସନ ପାଇଁ ପ୍ରତିଦ୍ବନ୍ଦ୍ବୀତା କରି ପାରିବ ନାହିଁ ।

ଯାଜପୁର: ୨୯ ନଂ ଜୋନ୍‌ର ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର

ଯାହାକୁ ନେଇ ଶାସକ ବିଜୁ ଜନତା ଦଳ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିିଛି । ବିଜେଡି ସହିତ ଲଢ଼ିବା ପାଇଁ ବିଜେପି ପ୍ରାର୍ଥିୀମାନେ ସାହାସ ଜୁଟାଇ ପାରୁନଥିବା କହିଛି ବିଜେଡି । ସେପଟେ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବା ନେଇ ସଠିକ୍ ସୂଚନା ନଥିବା କହିଛି ବିଜେପି । ଭାସ୍କର ଯାଜପୁରର ଜିଲ୍ଲା ବିଜେପିର ଜଣେ ବରିଷ୍ଠ କର୍ମକର୍ତ୍ତା ଏବଂ ଜାତୀୟ ପରିଷଦର ସଦସ୍ୟ ହୋଇଥିଲେ ହେଁ କେଉଁ କାରଣରୁ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.