ETV Bharat / state

ବିଜେଡିକୁ ଶକ୍ତିଶାଳୀ କରିବାକୁ ଶପଥ ନେଲେ କାର୍ଯ୍ୟକର୍ତ୍ତା - କାର୍ଯ୍ୟକର୍ତ୍ତା ବିଜେଡିକୁ ଶକ୍ତିଶାଳୀ କରିବାକୁ ଶପଥ

ଯାଜପୁର ଜିଲ୍ଲା କୋରେଇ ବ୍ଲକର ସାହାପୁର ଠାରେ ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ଏକ ସମ୍ମିଳନୀରେ କୋରେଇ ଠାରେ ବିଜେଡିକୁ ଶକ୍ତିଶାଳୀ କରିବାକୁ ଶପଥ ନେଇଛନ୍ତି । ଅଧିକ ପଢନ୍ତୁ...

କୋରେଇ ବ୍ଲକର ସାହାପୁର ଠାରେ ବିଜେଡିକୁ ଶକ୍ତିଶାଳୀ କରିବାକୁ ଶପଥ ନେଲେ କାର୍ଯ୍ୟକର୍ତ୍ତା

author img

By

Published : Jan 25, 2021, 5:39 PM IST

ଯାଜପୁର: କୋରେଇ ବ୍ଲକର ସାହାପୁର ଠାରେ ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ଏକ ସମ୍ମିଳନୀରେ କୋରେଇ ଠାରେ ବିଜେଡିକୁ ଶକ୍ତିଶାଳୀ କରିବାକୁ ଶପଥ ନେଇଛନ୍ତି । କୋରେଇ ବିଧାୟକ ଅଶୋକ କୁମାର ବଳଙ୍କ ସଭାପତିତ୍ୱରେ ଆୟୋଜିତ କର୍ମୀ ସମ୍ମିଳନୀରେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ମହିଳା ସଭନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ସମ୍ପର୍କରେ କର୍ମୀ ଓ କର୍ଯ୍ୟକର୍ତ୍ତା ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ଜଣାଇଥିଲେ ।

କୋରେଇ ବ୍ଲକର ସାହାପୁର ଠାରେ ବିଜେଡିକୁ ଶକ୍ତିଶାଳୀ କରିବାକୁ ଶପଥ ନେଲେ କାର୍ଯ୍ୟକର୍ତ୍ତା

ସମସ୍ତ କାର୍ଯ୍ୟକର୍ତ୍ତା ପୁଣିଥରେ ଦିନରାତି ଏକ କରି ଲୋକଙ୍କ ପାଇଁ କାମ କରି ପୁଣିଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆଗେଇ ଆସିବା ନିମନ୍ତେ ବିଧାୟକ ମାନେ ଆହ୍ୱାନ ଦେଇଥିଲେ । ଏଥିସହିତ କୋରେଇ ନିର୍ବାଚନ ମଣ୍ଡଳୀରେ ଆଗାମି ଦିନରେ ଅଧିକ ବିକାଶ ହେବ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାଜୁ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କୋରେଇ, ଧର୍ମଶାଳା ଓ ରସୁଲପୁର ଓ ବ୍ୟାସନଗର ପୌରପରିଷଦ ବହୁ କର୍ମୀ ଯୋଗ ଦେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.