ETV Bharat / state

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସଂଗ୍ରହ ହେଲା ଜଳ, ମାଟି

author img

By

Published : Jul 26, 2020, 12:47 PM IST

ଯାଜପୁର ଜିଲା ବଜରଙ୍ଗ ଦଳ ଏବଂ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏହି ମାଟି ଓ ଜଳ ସଂଗ୍ରହ କରାଯାଇଛି । ପୂଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ବମେଧ ଘାଟରୁ ଜଳ ସଂଗ୍ରହ କରାଯିବା ସହିତ ମା' ବିରଜାଙ୍କ ପୀଠରୁ ମାଟି ସଂଗ୍ରହ କରାଯାଇ ଅଯୋଧ୍ୟା ପଠାଯାଇଛି ।

Water and soil were collected for the establishment of the Ram temple in Ayodhya
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସଂଗ୍ରହ ହେଲା ଜଳ ଓ ମାଟି

ଯାଜପୁର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆସନ୍ତା ଅଗଷ୍ଟ 5ରେ ଅ ହେବ ଭୂମି ପୂଜନ । ଏଥିପାଇଁ ସମଗ୍ର ଭାରତବର୍ଷର ପ୍ରମୁଖ ଶକ୍ତିପୀଠ ଗୁଡିକ ପୂଣ୍ୟନଦୀରୁ ଜଳ ଏବଂ ତୀର୍ଥ କ୍ଷେତ୍ରମାନଙ୍କରୁ ମାଟି ସଂଗ୍ରହ କରୁଛି । ଏହି ଅବସରରେ ରବିବାର ଯାଜପୁର ଜିଲା ବଜରଙ୍ଗ ଦଳ ଏବଂ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏହି ମାଟି ଓ ଜଳ ସଂଗ୍ରହ କରାଯାଇଛି ।

ପୂଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ବମେଧ ଘାଟରୁ ଜଳ ସଂଗ୍ରହ କରାଯିବା ସହିତ ମା' ବିରଜାଙ୍କ ପୀଠରୁ ମାଟି ସଂଗ୍ରହ କରାଯାଇ ଅଯୋଧ୍ୟା ପ୍ରେରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ତେବେ ରାମ ମନ୍ଦିର ନିର୍ମାଣ ପ୍ରତିଷ୍ଠା ହେବା ପରେ ପୂରଣ ହୋଇଛି ଦେଶବାସୀଙ୍କ ମନସ୍କାମନା ପୂରଣ ହୋଇଛି ବୋଲି ଦଳର ସଦସ୍ୟ ମତ ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.