ETV Bharat / state

Vigilance Raid: ଭିଜିଲାନ୍ସ ଜାଲରେ RMC କର୍ମଚାରୀ - ଭିଜିଲାନ୍ସ ଜାଲରେ ଆରଏମସି କର୍ମଚାରୀ

ଭିଜିଲାନ୍ସ ସ୍କାନରରେ ଯାଜପୁର RMC କର୍ମଚାରୀ ଗୟାଧର ସାହୁ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଅଧିକ ପଢନ୍ତୁ

Vigilance Raid: ଭିଜିଲାନ୍ସ ଜାଲରେ RMC କର୍ମଚାରୀ

author img

By

Published : Apr 28, 2022, 9:50 AM IST

ଯାଜପୁର: ଭିଜିଲାନ୍ସ ସ୍କାନରରେ RMC କର୍ମଚାରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RMC କର୍ମଚାରୀ ଗୟାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ । ଭିଜିଲାନ୍ସ ପକ୍ଷରୁ ଯାଜପୁର ସଂଥେଶ୍ବରପୁର ସ୍ଥିତ ବାସଭବନ ଭଡାରେ ଦିଆଯାଇଥିବା ଘରେ ଚାଲିଛି ରେଡ ।

Vigilance Raid: ଭିଜିଲାନ୍ସ ଜାଲରେ RMC କର୍ମଚାରୀ

କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନଥିବା ବେଳେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.