ETV Bharat / state

ଜାତୀୟ ରାଜପଥର ସମ୍ପ୍ରସାରଣ କାମ ସମୀକ୍ଷା କଲେ ସାଂସଦ

author img

By

Published : Nov 25, 2020, 9:12 PM IST

୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ । ଏହା ସହ ବିଭିନ୍ନ ସମସ୍ୟା ନେଇ ରାଜପଥ କର୍ତ୍ତୁପକ୍ଷଙ୍କ ସହ କଲେ ଆଲୋଚନା । ପଢନ୍ତୁ ଅଧିକ....

ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କଲେ ସାଂସଦ , ବିଭିନ୍ନ ସମସ୍ୟା ନେଇ  ରାଜପଥ କତୃପକ୍ଷଙ୍କୁ ଦାବି

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ । ଏହା ସହ ସ୍ଥାନୀୟ ବାସିନ୍ଦାଙ୍କ ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ରାଜପଥର ସମ୍ପ୍ରସାରଣ ପରିପ୍ରେକ୍ଷୀରେ ଦେଖାଦେଉଥିବା ସମସ୍ୟା ଗୁଡିକୁ ତୁରନ୍ତ ସମ୍ପୁର୍ଣ କରିବା ପାଇଁ ସାଂସଦ ଗୁରୁତ୍ବାରୋପ କରିଛନ୍ତି।

ଜାରକାଠାରେ ଜାତୀୟ ରାଜପଥ ଉପରେ ଫ୍ଲାଇଓଭର ,ଆପ୍ରୋଚ୍ ରାସ୍ତା ଗୁଡିକର ନବୀ କରଣ, ଧୁଳି ଉଡୁଥିବା ସ୍ଥାନରେ ଜଳ ସିଞ୍ଚନ ଇତ୍ୟାଦି କରିବାକୁ ସାଂସଦ ଜାତୀୟ ରାଜପଥ କତୃପକ୍ଷଙ୍କୁ ଦାବି କରିଛନ୍ତି। ସ୍ଥାନୀୟ ସୁଲପୁର ଅଂଚଳର ଲୋକଙ୍କ ଦାବି ଅନୁସାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ କ୍ଷେତ୍ର ପରିଦର୍ଶନ କରି ମୂଳାପାଳ ନିକଟରେ ଏକ ଗଳି ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା , ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.