ETV Bharat / state

ସମାଜର ମଙ୍ଗଳ କାମନା କରି ମା’ଙ୍କୁ ପୂଜା କଲେ ଯାଜପୁରର କିନ୍ନର ସଂଘ

author img

By

Published : Oct 21, 2020, 8:19 PM IST

କୋରୋନା ସମୟରେ ଦେଶବାସୀଙ୍କ ସୁୁରକ୍ଷା କାମନା କରି ମା’ଙ୍କୁ ପୂଜା କରିଛନ୍ତି କିନ୍ନର ସଂଘ । ଅଧିକ ପଢନ୍ତୁ...

ସମାଜର ମଙ୍ଗଳ କାମନା କରି ମାଙ୍କୁ ପୂଜା କଲେ ଯାଜପୁରର କିନ୍ନର ସଂଘ
http://10.10.50.80:6060/finalout3/odisha-nle/thumbnail/21-October-2020/9262092_thumbnail_ସମାଜର ମଙ୍ଗଳ କାମନା କରି ମାଙ୍କୁ ପୂଜା କଲେ ଯାଜପୁରର କିନ୍ନର ସଂଘ3x2_dd.JPG

ଯାଜପୁର: ଚାଲିଛି ନବରାତ୍ରି । ସେଥିପାଇଁ ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ କିନ୍ନରମାନେ ମାଙ୍କୁ ପୂଜା କରିଛନ୍ତି । କୋରୋନା ସମୟରେ ଦେଶର ଲୋକମାନଙ୍କ ସୁରକ୍ଷା କାମନା କରିଛନ୍ତି ।

ସମାଜର ମଙ୍ଗଳ କାମନା କରି ମାଙ୍କୁ ପୂଜା କଲେ ଯାଜପୁରର କିନ୍ନର ସଂଘ

ବିଶେଷ କରି କୋରୋନା ସମୟରେ ସମଗ୍ର ଦେଶବାସୀ କିପରି ରକ୍ଷା ପାଇବେ ତାହା କାମନା କରି ମାକେ ପୂଜା କରିଛନ୍ତି କିନ୍ନର ସଂଘ । ସମସ୍ତ କିନ୍ନର ସକାଳୁ ନିତ୍ୟକ୍ରମ ସାରି ପୂଜା ପାଇଁ ପ୍ରସ୍ତୁତ ହୋଇଥିଲେ । ଏହା ପରେ ଘରେ କଳସ ସ୍ଥାପନ କରି ମାଙ୍କ ପୂଜା ଆରମ୍ଭ କରିଥିଲେ । ଏହି ପୂଜା ତିନି ଦିନ ଧରି ଚାଲିଛି । କୋରୋନା ଅନେକଙ୍କ ଜୀବନ ଜୀବିକାକୁ ଛଡେଇ ନେଇଛି । ଆଗକୁ ଯେପରି ଏପରି ନହୁଏ ତାହା ମାନସିକ କରି ମାଙ୍କୁ ପୂଜା କରିଛନ୍ତି କିନ୍ନର ସଂଘ । ଏହି ଅବସରରେ କିଛି ସାଧାରଣ ଲୋକ ମଧ୍ୟ ନିଜକୁ ପୂଜାରେ ସାମିଲ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.