ETV Bharat / state

ବରୀ ଓ ରସୁଲପୁରରେ ଭୋଟ ଗ୍ରହଣ: ସ୍ଥିତି ପରଖିଲେ ଅତିରିକ୍ତ ଜିଲ୍ଲାପାଳ - ସ୍ଥିତି ପରିଖିଲେ ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କ

ଆସନ୍ତାକାଲି(ଗୁରୁବାର) ବରୀ ଓ ରସୁଲପୁର ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ, ରସୁଲପୁର ବ୍ଳକ କାର୍ଯ୍ୟାଳୟ ସ୍ଥିତି ପରଖିଲେ ଅତିରିକ୍ତ ଜିଲ୍ଲାପାଳ । ଅଧିକ ପଢନ୍ତୁ

ବରୀ ଓ ରସୁଲପୁରରେ ଭୋଟ ଗ୍ରହଣ: ସ୍ଥିତି ପରିଖିଲେ ଅତିରିକ୍ତ ଜିଲ୍ଲାପାଳ

author img

By

Published : Feb 23, 2022, 8:57 PM IST

ଯାଜପୁର: ଆସନ୍ତାକାଲି(ଗୁରୁବାର) ବରୀ ଓ ରସୁଲପୁର ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ, ରସୁଲପୁର ବ୍ଳକ କାର୍ଯ୍ୟାଳୟ ସ୍ଥିତି ପରଖିଲେ ଅତିରିକ୍ତ ଜିଲ୍ଲାପାଳ । ସୂଚନା ମୁତାବକ ଆସନ୍ତାକାଲି ରସୁଲପୁର ବ୍ଲକର ୨୮ଟି ବରୀ ବ୍ଲକର ୨୯ଟି ପଞ୍ଚାୟତ ପାଇଁ ଭୋଟ ଗ୍ରହଣ ।

ବରୀ ଓ ରସୁଲପୁରରେ ଭୋଟ ଗ୍ରହଣ: ସ୍ଥିତି ପରିଖିଲେ ଅତିରିକ୍ତ ଜିଲ୍ଲାପାଳ

ତେବେ ଏହି ପଞ୍ଚାୟତରେ କିଭଳି ଭୋଟ ଗ୍ରହଣ ସମୟରେ ଆଇନଶୃଙ୍ଖଳା ଠିକଠାକ ରହିବ ସେ ସମ୍ପର୍କରେ ଆଲୋଚନା ପାଇଁ ପହଞ୍ଚିଥିଲେ ଅତିରିକ୍ତ ଜିଲ୍ଲାପାଳ । ଏଥିସହିତ ବରୀ ଓ ରସୁଲପୁର ବ୍ଳକରେ ଅତି ସମ୍ବେଦନଶୀଳ ବୁଥ ବୁଲି ଦେଖିଥିଲେ । ଏଥିସହିତ କିଭଳି ଏହି ବୁଥରେ ସୂଚାରୁ ରୂପେ ଭୋଟରମାନେ ଭୋଟ ଦେବେ ବିଡିଓ ଉମାକାନ୍ତ ପରିଡା ଏବଂ ରସୁଲପୁର ତହସିଲଦାରଙ୍କ ସହିତ ଆଲୋଚନା କଲେ ଅତିରିକ୍ତ ଜିଲ୍ଲାପାଳ ମଲ୍ଲିକ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.