ETV Bharat / state

ମଧ୍ୟାହ୍ନ ଭୋଜନରେ ଝିଟିପିଟି-ପଚା ଅଣ୍ଡା ଖାଇ, 50ସ୍କୁଲ ପିଲା ଅସୁସ୍ଥ - ଝିଟିପିଟି- ପଚାଅଣ୍ଡା

ମଧ୍ୟାହ୍ନ ଭୋଜନରେ ଝିଟିପିଟି-ପଚା ଅଣ୍ଡା ଖାଇ 50 ସ୍କୁଲ ପିଲା ଅସୁସ୍ଥ । ଧର୍ମଶାଳା ମେଡିକାଲେ ଭର୍ତ୍ତି ହେଲେ ସମସ୍ତ ଛାତ୍ରଛାତ୍ରୀ । ଆଗକୁ ପଢନ୍ତୁ...

ମଧ୍ୟାହ୍ନ ଭୋଜନରେ ଝିଟିପିଟ-ପଚା ଅଣ୍ଡା ଖାଇ ସ୍କୁଲ ପିଲା ଅସୁସ୍ଥ
author img

By

Published : Nov 16, 2019, 11:01 PM IST

ଯାଜପୁର: ଧର୍ମଶାଳା ହରିଦାସପୁର ପଞ୍ଚାୟତ ଶ୍ରୀବନ୍ତପୁର ଓ ଅଭୟପୁର ପଞ୍ଚାୟତର ବମ୍ଫୁ ନୋଡାଲ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ । ସ୍କୁଲରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ପ୍ରଥମେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବାନ୍ତି କରିଥିଲେ ।

ମଧ୍ୟାହ୍ନ ଭୋଜନରେ ଝିଟିପିଟ-ପଚା ଅଣ୍ଡା ଖାଇ ସ୍କୁଲ ପିଲା ଅସୁସ୍ଥ

ଖାଦ୍ୟରେ ଝିଟିପିଟି ପଡିଯାଇଥିବା ଯୋଗୁଁ ଏପରି ହୋଇଥିବା ଅଭିବାବକମାନେ ଅଭିଯୋଗ କରିଛନ୍ତି । ପରେ ଅନ୍ୟ ଶ୍ରେଣୀର ୨୦ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଖାଇ ଅସୁସ୍ଥ ହୋଇ ବାନ୍ତି କରିବାରୁ ସେମାନଙ୍କୁ ଧର୍ମଶାଳା ମେଡିକାଲକୁ ଅଣାଯାଇଥିଲା ।

ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ସହ ଧର୍ମଶାଳା ବିଇଓ ପ୍ରଫୁଲ୍ଲ ବେହେରା ଡାକ୍ତରଖାନାରେ ପହଞ୍ଚିଛନ୍ତି । ଘଟଣାର ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାରେ ଦାୟୀ ଶିକ୍ଷକମାନଙ୍କ ବିରୁଦ୍ଧରେ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ - ଯାଜପୁର
ତା - ୧୬/୧୧/୧୯
ସ୍ଲଗ୍ –ମଧ୍ୟାହ୍ନ ଭୋଜନରେ ଝିଟିପିଟ-ପଚା ଅଣ୍ଡା ଖାଇ ସ୍କୁଲ ପିଲା ଅସୁସ୍ଥ
ଫର୍ମାଟ-ଏଭିଓ
ରିପୋଟର –ଜ୍ଞାନରଞ୍ଜନ ଓଝା
ଆଙ୍କର-ଯାଜପୁର ଜିଲ୍ଳା ଧର୍ମଶାଳା ହରିଦାସପୁର ପଂଚାୟତ ଶ୍ରୀବନ୍ତପୁର ଓ ଅଭୟପୁର ପଂଚାୟତର ବମ୍ଫୁ ନୋଡାଲ ସ୍କୁଲରେ ବିଷାକ୍ତଖାଦ୍ୟ ଖାଇ ୫୦ଛାତ୍ରଛାତ୍ରୀ ଅସୁସ୍ଥ ।ସକାଳେ ସ୍କୁଲ ଖୋଲଯିବା ପରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିବା ବେଳେ ଶ୍ରୀବନ୍ତପୁର ସ୍କୁଲର ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ତେବେ ଖାଦ୍ୟରେ ଝିଟିପିଟି ପଡିଯାଇଥିବା ଯୋଗୁଁ ଏପରି ହୋଇଥିବା ଅଭିବାଭକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବମ୍ଫୁ ନୋଡଳ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଖାଇ ୨୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବାନ୍ତି କରିବାରୁ ସେମାନଙ୍କୁ ଧର୍ମଶାଳା ମେଡିକାଲକୁ ଅଣାଯାଇଥିଲା ।ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ସହ ଧର୍ମଶାଳା ବିଇଓ ପ୍ରଫୁଲ୍ଲ ବେହେରା ଡାକ୍ତରଖାନାରେ ପହଂଚି ସ୍ତିତି ଅନୁଧ୍ୟାନ କରିବା ସହ ଘଟଣାରେ ଦାୟୀ ଶିକ୍ଷକମାନଙ୍କ ବିରୁଦ୍ଧରେ କାଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.