ETV Bharat / state

ପେଟରେ 30 କେଜି ଓଜନ ରଖି ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଯାଜପୁର ପୁଅ

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ମୁରାରୀପୁର ଗ୍ରାମର ସୌମ୍ୟରଞ୍ଜନ ରାଉତ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ସେ ନିଜ ଶରୀରରେ ୩୦ କେଜି ଓଜନ ବହନ କରି ଚକ୍ରାୟନ କରିଥିଲେ । ଅଧିକ ପଢନ୍ତୁ...

author img

By

Published : Jul 25, 2021, 10:30 PM IST

୩୦ କେଜି ଓଜନ ବହନ କରି ଚକ୍ରାୟନ: ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ

ଯାଜପୁର: ଦଶରଥପୁର ବ୍ଲକ ମୁରାରୀପୁର ଗ୍ରାମର ସୌମ୍ୟରଞ୍ଜନ ରାଉତ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ସେ ନିଜ ଶରୀରରେ ୩୦ କେଜି ଓଜନ ବହନ କରି ଚକ୍ରାୟନ କରିଥିଲେ । ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଥିବା ଏକ ପ୍ରତିଯୋଗୀତାରେ ସେ ଏହି ସଫଳତା ପାଇଛନ୍ତି ।

ସୌମ୍ୟରଞ୍ଜନ ନିୟମିତ ବାୟାମ ଓ ଯୋଗାଭ୍ୟାସ କରିଥାନ୍ତି । ଏଥିସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି । ସୌମ୍ୟରଞ୍ଜନଙ୍କୁ ଏହି ସଫଳତା ମିଳିିବା ପରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କଠିନ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ତାଙ୍କୁ ଏହି ସଫଳତା ମିଳିଲା ବୋଲି କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.