ETV Bharat / state

ବରୀ-ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି, ଜନଜୀବନ ଅସ୍ତବ୍ୟସ୍ତ

ବ୍ରାହ୍ମଣୀ ନଦୀରେ ବଡ଼ ବନ୍ୟା । ବରୀ ଓ ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି। ଧର୍ମଶାଳାର ଇମାମନଗର ଓ ଉତ୍ତରପ୍ରତାପ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ । ଅଧିକ ପଢନ୍ତୁ....

somany trench create in jajpur due to flood
ବରୀ ଓ ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି, ଅସ୍ତବ୍ୟସ୍ତ ଜନଜୀବନ
author img

By

Published : Aug 28, 2020, 9:22 AM IST

ଯାଜପୁର: ବୈତରଣୀ ନଦୀ ପରେ ବ୍ରାହ୍ମଣୀ ନଦୀରେ ବଡ଼ ବନ୍ୟା । ବନ୍ୟାଜଳ ଆସିବା ଫଳରେ ଯାଜପୁର ଜିଲ୍ଲା ବରୀ ଓ ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବରୀ ବ୍ଲକର ରୁଦ୍ରପୁର,ମାଟିଆପଡା, ଶଙ୍କରାକୂଳ,ରାଇପୁର ଓ ରସୁଲପୁର ବ୍ଳକର ମଙ୍ଗରାଜପୁର ଠାରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଖରସ୍ରୋତା ଏବଂ ବ୍ରାହ୍ମଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବା ଯୋଗୁ ବରୀ ଅଞ୍ଚଳରେ 50ରୁ 100 ଫୁଟର ଚାରୋଟି ଘାଇ ସୃଷ୍ଟି ହୋଇଛି ।

ବରୀ ଓ ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି, ଅସ୍ତବ୍ୟସ୍ତ ଜନଜୀବନ

ସେହିପରି ଅନେକ ଗାଁରେ ବନ୍ୟାଜଳ ପ୍ରବେଶ କରି ଥିବା ଜଣାପଡିଛି । ଧର୍ମଶାଳା ବ୍ଳକର ଇମାମନଗର ଓ ଉତ୍ତରପ୍ରତାପ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଅନେକ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.