ETV Bharat / state

ସହରରେ ବୁଲୁଛି ଅଜଗର, କାବୁ କଲା ସ୍ନେକ ହେଲ୍ପ ଲାଇନ - ଯାଜପୁର

ପାହାଡ଼ରୁ ସହରକୁ ଚାଲି ଆସିଛି ଅଜଗର । 10 ଫୁଟର ଏହି ଅଜଗରକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 27, 2019, 5:32 PM IST

ଯାଜପୁର: ଧର୍ମଶାଳା ବ୍ଲକ କାଏମା ବଜାର ନିକଟରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ସାପକୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ ତଥା ସ୍ନେକ ହେଲ୍ପ ଲାଇନର ସଦସ୍ୟ ତପନ ପୃଷ୍ଟି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତେବେ ଖାଦ୍ୟ ଅନ୍ବେଷଣରେ ସାପଟି କାଏମା ପାହାଡ଼ରୁ ସହରକୁ ଚାଲି ଆସିଥିବା ନେଇ ସନ୍ଦେହ କରାଯାଉଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର, ଧର୍ମଶାଳା ବ୍ଲକ କାଏମା ବଜାର ନିକଟରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର, ସାପକୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ ତଥା ସ୍ନେକ ହେଲ୍ପ ଲାଇନର ସଦସ୍ୟ ତପନ ପୃଷ୍ଟି । ତେବେ ଖାଦ୍ୟ ଅନ୍ୱେଷନରେ ସାପଟି କାଏମା ପାହାଡ଼ରୁ ବଜାର ଏରିଆକୁ ଚାଲି ଆସିଥିବା ସନ୍ଦେହ କରା ଯାଉଛି ।Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.