ETV Bharat / state

ଯାଜପୁରରେ ‘ରନ୍ ଫର ୟୁନିଟି’ କାର୍ଯ୍ୟକ୍ରମ

author img

By

Published : Oct 31, 2019, 5:48 PM IST

ଯାଜପୁର ପୋଲିସ ପକ୍ଷରୁ ସହରରେ ‘ରନ୍ ଫର ୟୁନିଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ଯାଜପୁର ପୋଲିସ ପକ୍ଷରୁ ଏକ ଗଣଦୌଡ ଅନୁଷ୍ଠିତ ହୋଇଛି । ଏହି ଗଣଦୌଡରେ ପୋଲିସ କର୍ମଚାରୀ, ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଗଣଦୌଡକୁ ଯାଜପୁର ଏସପି ଚରଣ ସିଂ ମିନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଗଣଦୌଡ ଏନସି କଲେଜ ପଡିଆ ନିକଟରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ ଯାଜପୁର ଥାନାରେ ପହଞ୍ଚିଥିଲା । ସେଠାରେ ଲୌହ ମାନବଙ୍କ ଫଟୋ ଚିତ୍ରରେ ଅତିଥି ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଲୌହ ମାନବଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Run for unity
format-avo
reporter-Gyanaranjan ojha
place-jajpur
date-31.10.19
Anchor---ଆଜି ଲୌହ ମାନବ ସର୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜନ୍ମଦିନ । ଏହି ଅବସରରେ ଯାଜପୁର ପୋଲିସ ପକ୍ଷରୁ ଏକ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡ ରେ ପୋଲିସ କର୍ମଚାରୀ,ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ । ଗଣଦୌଡ ଏନ ସି କଲେଜ ପଡିଆ ନିକଟରୁ ଆରମ୍ଭ ହୋଇଥିଲା । ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଅନୁଷ୍ଠିତ ଏହି ଗଣଦୌଡକୁ ଯାଜପୁର ଏସପି ଚରଣ ସିଂ ମିନା ପତାକା ହଲାଇ ଉଦଘାଟନ କରିଥିଲେ । ଗଣଦୌଡ ଯାଜପୁର ସହର ଦେଇ ଯାଜପୁର ଥାନାରେ ପହଂଚିଥିଲା । ସେଠାରେ ଲୌହ ମାନବଙ୍କ ପଂଟୋଚିତ୍ରରେ ଅତିଥି ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯାଜପୁର ଅତିିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି,ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଲୌହ ପୁରୁଷଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ ।

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.