ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

author img

By

Published : Nov 14, 2020, 2:25 PM IST

ରାସ୍ତା ଖରାପ ଥିବାରୁ କେନ୍ଦ୍ରାପଡାରୁ ଚଣ୍ଡିଖୋଲ ଆସୁଥିବା ୨ ବାଇକ ପରସ୍ପର ସହ ଧକ୍କା ହୋଇ ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର । ତେବେ ଯେଉଁଠି ଅଭିଯୋଗ କଲେ ବି ଏହି ଜାତୀୟ ରାଜପଥର ମରାମତି କରାଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

road accident in 53 no NH, 1 dead, 1 injured
୫୩ ନମ୍ବର ଜାତୀୟ ରାଜପଥରେ ବାଇକ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଯାଜପୁର: ବାଲିଚନ୍ଦ୍ରପୁର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । କେନ୍ଦ୍ରାପଡାରୁ ଚଣ୍ଡିଖୋଲ ଆସୁଥିବା ୨ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ । ଏକ ହିରୋହୁଣ୍ଡା ଗ୍ଲାମର ମୋଟରସାଇକେଲରେ ଦୁହେଁ ଚଣ୍ଡିଖୋଲକୁ ଆସୁଥିଲେ । କିନ୍ତୁ ରାସ୍ତା ଖରାପ ଥିବାରୁ ଦୁଇ ବାଇକ ପରସ୍ପର ସହ ଧକ୍କା ହୋଇ ଘଟଣା ସ୍ଥଳରେ ଶେଖ ମୁନା ନାମକ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବଡଚଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ ବର୍ଷ ବର୍ଷ ଧରି ଏହି ଜାତୀୟ ରାଜପଥଟି ମରାମତି ନହେବା ଯୋଗୁଁ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି । ଏ ନେଇ ଯେତେ ଯେଉଁଠି ଆପତ୍ତି ଅଭିଯୋଗ କଲେ ବି ଏହି ଜାତୀୟ ରାଜପଥର ମରାମତି କରାଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.