ETV Bharat / state

ସାଧାରଣ ନିର୍ବାଚନ ପରେ କଂଗ୍ରେସର ସମୀକ୍ଷା ବୈଠକ

author img

By

Published : Dec 5, 2019, 10:06 PM IST

ସାଧାରଣ ନିର୍ବାଚନ ପରେ କଂଗ୍ରେସର ସମୀକ୍ଷା ବୈଠକ । ଗତ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ନେଇ ବୈଠକରେ ଆଲୋଚନା ।

review meeting
ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ସାଧାରଣ ନିର୍ବାଚନ ପରେ କଂଗ୍ରେସର ସମୀକ୍ଷା ବୈଠକ । ଯାଜପୁର ଜିଲ୍ଲାକୁ ଏଆଇସିସି ସଂପାଦକ ତଥା ରାଜ୍ୟ ପ୍ରଭାରୀ ରୁଦ୍ର ରାଜୁ ଗସ୍ତ କରି ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ପୂର୍ବତନ ଜିଲ୍ଲା ସଭାପତି, ନିର୍ବାଚନର ବିଧାୟକ ପ୍ରାର୍ଥୀ, ପର୍ଯ୍ୟବେକ୍ଷକ ମାନେ ଯୋଗ ଦେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

କ'ଣ ପାଇଁ ଗତ ନିର୍ବାଚନରେ ଦଳ ଏତେ ଖରାପ ପ୍ରଦର୍ଶନ କଲା, ବୈଠକରେ ସେନେଇ ମଧ୍ୟ ବିଭିନ୍ନ କଂଗ୍ରେସକର୍ମୀ ଓ ନେତାଙ୍କ ଠାରୁ ମତାମତ ଗ୍ରହଣ ହୋଇଛି । ବର୍ତ୍ତମାନ ପ୍ରତ୍ୟେକ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ ଆଗାମୀ ପୌର ନିର୍ବାଚନ ପୂର୍ବରୁ ପ୍ରତ୍ୟେକ କମିଟିକୁ ଗଠନ କରାଯିବ ଓ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରାଯିବ ବୋଲି ରାଜ୍ୟ ପ୍ରଭାରୀ କହିଥିଲେ।

ଅନ୍ୟପଟେ ବାରମ୍ବାର ରାଜ୍ୟ ଓ କେନ୍ଦ୍ର ପ୍ରତିନିଧି ମାନେ ଆସିଲେ କିଛି ଲାଭ ହେବ ନାହିଁ ବରଂ ତୁରନ୍ତ କମିଟି ଗଠନ କରି ସେମାନଙ୍କୁ ସକ୍ରିୟ କରାଗଲେ ଦଳ ପାଇଁ ଫାଇଦା ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ସେହିପରି ଗତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟକରିଥିବା କର୍ମୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                                                                ଭିଜୁଆଲ:ରିଭ୍ୟୁ ମିଟିଂ
ତାରିଖ:୦୫.୧୨.୨୦୧୯
ରିପୋର୍ଟ: ଜ୍ଞାନରଞ୍ଜନ ଓଝା
ପଂର୍ମାଟ୍: ଏଭିଓ
ସ୍ଲଗ : ସାଧାରଣ ନିର୍ବାଚନ ପରେ କଂଗ୍ରେସର ସମିକ୍ଷା ବୈଠକ ।
ଆଙ୍କର
ସାଧାରଣ ନିର୍ବାଚନ ପରେ କଂଗ୍ରେସର ସମିକ୍ଷା ବୈଠକ । ଯାଜପୁର ଜିଲା କୁ ଏଆଇସିସି ସଂପାଦକ ତଥା ରାଜ୍ୟ ପ୍ରଭାରୀ ରୁଦ୍ର ରାଜୁ ଗସ୍ତ କରି ନିର୍ବାଚନ ପଂଳାପଂଳକୁ ନେଇ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପୂର୍ବତନ ଜିଲା ସଭାପତି,ନିର୍ବାଚନର ବିଧାୟକ ପ୍ରାର୍ଥୀ,ପର୍ଯ୍ୟବେକ୍ଷକ ମାନେ ଯୋଗ ଦେଇ ନିର୍ବାଚନ ପଂଳାପଂଳ ନେଇ ନିଜର ମତ ଦେଇଥିଲେ । କାହିଁକି ଗତ ନିର୍ବାଚନରେ ଦଳ ଏତେ ଖରାପ ପ୍ରଦର୍ଶନ କଲା ସେ ନେଇ ମଧ୍ୟ ବିଭିନ୍ନ କଂଗ୍ରେସ କର୍ମୀ ଓ ନେତାଙ୍କ ଠାରୁ ନିଜର ମତାମତ ଗ୍ରହଣ କରିଥିଲେ । ବର୍ତମାନ ପ୍ରତ୍ୟେକ କମିଟି କୁ ଭାଂଗି ଦିଆଯାଇଥିବା ବେଳେ ଆଗାମୀ ପୌର ନିର୍ବାଚନ ପୂର୍ବରୁ ପ୍ରତ୍ୟେକ କମିଟିକୁ ଗଠନ କରାଯିବ ଓ ଦଳକୁ ତୃଣମୂଳ ସ୍ତରରେ ମଜବୁଦ କରାଯିବ ବୋଲି ଶ୍ରୀ ରାଜୁ କହିଥିଲେ । ଅନ୍ୟପଟେ ବାରମ୍ବାର ରାଜ୍ୟ ଓ କେନ୍ଦ୍ର ପ୍ରତିନିଧି ମାନେ ଆସିଲେ କିଛି ଲାଭ ହେବ ନାହିଁ ବରଂ ତୁରନ୍ତ କମିଟି ଗଠନ କରି ସେମାନଙ୍କୁ ଚଳଚଂଚଳ କରାଗଲେ ଦଳ ପାଇଁ ପାଂଇଦା ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ସେହିପରି ଗତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟକରିଥିବା କର୍ମୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।
Body:NewsConclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.