ETV Bharat / state

ଗାଁ ଛାଡି ପଳାଇବେ ସ୍ମିତାରାଣୀଙ୍କ ପରିବାର !

author img

By

Published : Nov 1, 2019, 2:21 PM IST

ହରିଦାସପୁର ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ବାଟବଣା ଅଭିଯୋଗ । ମାମଲ‍ାର ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସ୍ମିତାଙ୍କ ସ୍ବାମୀ । ଅପରପକ୍ଷେ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ଘର ଛାଡି ପଳାଇବେ ବୋଲି କହିଛନ୍ତି ସ୍ମିତାଙ୍କ ବାପା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ବହୁଚର୍ଚ୍ଚିତ ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ବାଟବଣା ହେଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସ୍ମିତାଙ୍କ ସ୍ବାମୀ ସଦାନନ୍ଦ ବିଶ୍ବାଳ । ଘଟଣାର ତଦନ୍ତ ବାଟବଣା ହେଉଥିବାବେଳେ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ମାମଲ‍ା ହସ୍ତାନ୍ତର କରିବାକୁ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ଘର ଛାଡି ପଳାଇବେ ବୋଲି କହିଛନ୍ତି ସ୍ମିତାଙ୍କ ବାପା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନାଯୋଗ୍ୟ, ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ଶୁକ୍ରବାର ଧର୍ମଶାଳା ଗସ୍ତରେ ଆସୁଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ନେତୃତ୍ବରେ ପ୍ରତିନିଧି ଦଳ ହରିଦାସପୁର ଗସ୍ତ କରି ସ୍ମିତାରାଣୀଙ୍କ ପରିବାରକୁ ଭେଟିବା ସହ ମାମଲାର ସ୍ଥିତି ପରିଖିବା ନେଇ ସୂଚନା ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର - ବହୁ ଚର୍ଚିତ ହରିଦାସ ପୁର ପିଇଓ ମୃତ୍ଯୁ ମାମଲା ରେ ତଦନ୍ତ ବାଟବଣା . ତାସହିତ ପରିବାର ଲୋକ ଙ୍କ ଜୀବନ ପ୍ରତି ବିପଦ ଓ ଭୟ ଥିବାରୁ ଘର ଛାଡିବେ ବୋଲି ସ୍ମିତା ଙ୍କ ବାପା କହିଛନ୍ତି . ସେପଟେ ସ୍ମିତା ଙ୍କ ସ୍ବାମୀ ମୁଖ୍ୟମନ୍ତ୍ରୀ ଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ଲାଗି ସିବିଆଇ କୁ ମାମଲ‍ ହସ୍ତାନ୍ତର କରିବାକୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି .ବ୍ଲକ । ସେପଟେ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା,ଆଜି ଧର୍ମଶାଳା ଗସ୍ତରେ ଆସୁଛନ୍ତି ବିଜେପିର ଏକ ପ୍ରତିନିଧି ଦଳ,ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଗସ୍ତ କରିବ ହରିଦାସପୁର ଘଟଣା ସ୍ଥଳ,ସ୍ମିତାରାଣୀଙ୍କ ପରିବାରକୁ ଭେଟିବେ ଏବଂ ସ୍ଥିତି ପରଖିବେ।
ବ‍ାଇଟ -ସଦାନନ୍ଦ ବିଶ୍ବାଳ ବାପା
Bite_ସୁଶୀଲ ବିଶ୍ୱାଳ , ସ୍ମିତାରାଣୀଙ୍କ ସ୍ୱାମୀBody:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.