ETV Bharat / state

ଅକରାପଡା ଗାଁରେ ଧାନ ସଂଗ୍ରହ କଲେ ଏସଏଚଜି ଗ୍ରୁପ - ଧାନ ମଣ୍ଡି ଉଦଘାଟିତ

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅକରାପଡା ଗାଁରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ପ୍ରଥମ ଥର ପାଇଁ ଧାନସଂଗ୍ରହର ଦାୟିତ୍ବ ମହିଳା ସ୍ବୟଂ ସହାୟକ ମାନଙ୍କୁ ଦାୟିତ୍ବ ଦିଆଯାଇଥିବାରୁ ସେମାନେ ଖୁସିବ୍ୟକ୍ତ କରିଛନ୍ତି । ଅଧିକ ଖବର ପଢନ୍ତୁ...

ଅକରାପଡା ଗାଁରେ ଧାନ ସଂଗ୍ରହ କଲେ ଏସଏଚଜି ଗ୍ରୁପ
ଅକରାପଡା ଗାଁରେ ଧାନ ସଂଗ୍ରହ କଲେ ଏସଏଚଜି ଗ୍ରୁପ
author img

By

Published : Jan 7, 2020, 11:14 PM IST

ଯାଜପୁର: ଜିଲ୍ଲାର ଦଶରଥପୁର ବ୍ଲକ ଅକରାପଡା ଗାଁରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ନାଗେଶ୍ବରୀ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ମିଶନ ଶକ୍ତି ପ୍ରକଳ୍ପ ସଂଯୋଜିକା ସେଫାଳି ସ୍ବାଗତିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଅକରାପଡା ଗାଁରେ ଧାନ ସଂଗ୍ରହ କଲେ ଏସଏଚଜି ଗ୍ରୁପ

ଜିଲ୍ଲାର ପ୍ରଥମ ଥର ପାଇଁ ନାଗେଶ୍ବରୀ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏହି ଧାନ ସଂଗ୍ରହର ଦାୟିତ୍ବ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୧ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହେବାର ଲକ୍ଷ୍ୟ ରହିଥିବା ବେଳେ ଆଗକୁ ଏହା ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ପ୍ରଥମ ଥର ପାଇଁ ଧାନସଂଗ୍ରହର ଦାୟିତ୍ବ ମହିଳା ସ୍ବୟଂ ସହାୟକ ମାନଙ୍କୁ ଦାୟିତ୍ବ ଦିଆଯାଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                                                       ଭିଜୁଆଲ: ଧାନ ମଣ୍ଡି
ତାରିଖ:୦୭.୦୧.୨୦୨୦
କ୍ରିପୋର୍ଟ: gyanaranjan ojha
ପଂର୍ମାଟ୍: ଏଭିଓ
ସ୍ଲଗ : ଅକରାପଡା ଗାଁରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ ସଂଗ୍ରହ
ଆଙ୍କର
ଯାଜପୁର ଦଶରଥପୁରବ୍ଲକ ଅକରାପଡା ଗାଁରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ନାଗେଶ୍ୱରୀ ମନ୍ଦୀର ପରିସରରେ ଅନୁଷ୍ଠିତ ଏହି ଉଦଘାଟନି ଉତ୍ସବରେ ଜିଲା ମିଶନ ଶକ୍ତି ପ୍ରକଳ୍ପ ସଂଯୋଜିକା ସେପାଂଳି ସ୍ୱାଗତିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲାର ପ୍ରଥମ ଥର ପାଇଁ ନାଗେଶ୍ୱରୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏହି ଧାନ ସଂଗ୍ରହ ର ଦାୟିତ୍ୱ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୧ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହେବାର ଲକ୍ଷ୍ୟ ରହିଥିବା ବେଳେ ଆଗକୁ ଏହା ବୃଦ୍ଧି ପାଇବ ବୋଲି ଜଣାପଡିଛି । ପ୍ରଥମ ଥର ପାଇଁ ଧାନସଂଗ୍ରହର ଦାୟିତ୍ୱ ମହିଳା ସ୍ୱୟଂସହାୟକ ମାନଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି ।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.