ETV Bharat / state

ଯାଜପୁର ପ୍ରଶାସନକୁ Oxygen କନସେନଟ୍ରେଟର ପ୍ରଦାନ କଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ

author img

By

Published : Jun 6, 2021, 4:39 PM IST

ଯାଜପୁର ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୧୫ଟି Oxygen କନସେନଟ୍ରେଟର ପ୍ରଦାନ । ଅଧିକ ପଢନ୍ତୁ...

oxigen concentrator
ଜିଲ୍ଲା ପ୍ରଶାସନକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ Oxigen କନସେନଟ୍ରେଟର ପ୍ରଦାନ

ଯାଜପୁର: ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ Oxygen କନସେନଟ୍ରେଟର ପ୍ରଦାନ । ଆଜି ୧୫ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରିଛନ୍ତି ।

ଯାଜପୁର ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୧୫ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ କୋଭିଡ ଆକ୍ସନ କୋଲାବ, ଜୟ ଓଡିଶା ଏବଂ ଶକ୍ତି ଅନୁଷ୍ଠାନ ପକ୍ଷରୁ ଏହି କନସେନଟ୍ରେଟର ଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପରିଚାଳନାରେ ଅନୁପ୍ରାଣିତ ହୋଇ ଏହି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ ହେବ । କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ମେସିନ ବିଶେଷ ଭାବେ ସହାୟକ ହେବ ।

ଏହି ଅବସରରେ ଯାଜପୁର ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ, ସିଡିଏମଓ ବିରଞ୍ଚ ନାରାୟଣ ବାରିକ, ପୂର୍ବତନ ପୌରପାଳ ତଥା ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ଅକ୍ସିଜେନ କନସେନଟ୍ରେଟରକୁ ଦାନ କରିଥିବାରୁ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.