ETV Bharat / state

ବଢୁଛି ସର୍ପ ଦଂଶନରେ ମୃତ୍ୟୁ ସଂଖ୍ୟା, ଆଜି ଯାଜପୁରରେ ଜଣେ ମୃତ - ସାପ ଦଂଶନରେ ଜଣେ ମୃତ

ଯାଜପୁରରେ ଅଭାବନୀୟ ଘଟଣା । ସର୍ପ ଦଂଶନରେ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 24, 2019, 10:07 AM IST

ଯାଜପୁର: ସର୍ପ ଦଂଶନରେ ଜଣଙ୍କର ମୃତ୍ୟୁ । ମୃତକ ହେଲେ ଯାଜପୁର ଥାନା ପ୍ରହରାଜପୁର ଗାଁର ମହେଶ୍ବର ସାମଲ । ସେ ରାତିରେ ଶୋଇଥିବା ସମୟରେ କୌଣସି ଏକ ବିଷଧର ସର୍ପ ତାଙ୍କୁ ଦଂଶନ କରିଥିଲା । ଫଳରେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ମରଶରୀର ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଥାଉକି ସୋମବାର ବ୍ରହ୍ମପୁର ଏବଂ ଅନୁଗୋଳରୁ ସର୍ପ ଦଂଶନରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:
slug—snake bite death
format--avo
reporter—Gyanaranjan ojha
place—jajpur
date--24.09.19
ଆଙ୍କର – ସର୍ପାଘାତରେ ଜଣଙ୍କର ମୃତ୍ୟୁ । ମୃତକ ହେଲେ ଯାଜପୁର ଥାନା ପ୍ରହରାଜପୁର ଗାଁର ମହେଶ୍ୱର ସାମଲ । ସେ ରାତିରେ ଶୋଇଥିବା ସମୟରେ କୌଣସି ଏକ ବିଷଧର ସାପ କାମୁଡି ଦେଇଥିଲା । ପଂଳରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି ।
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.