ETV Bharat / state

ବାରହା ଆକ୍ରମଣ: ୩ ଗୁରୁତର, ୧ ମୃତ

author img

By

Published : Apr 26, 2021, 8:52 PM IST

ଦାନଗଦି ବ୍ଲକ୍ ଟମକା ଅଞ୍ଚଳରେ ଜଙ୍ଗଲୀ ବାରହା ଆକ୍ରମଣରେ ୩ ଜଣ ଗୁରୁତର ହେବା ସହ ଜଣକର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ବାରାହା ଆକ୍ରମଣରେ ୩ ଗୁରୁତର ୧ ମୃତ
ବାରାହା ଆକ୍ରମଣରେ ୩ ଗୁରୁତର ୧ ମୃତ

ଯାଜପୁର: ଦାନଗଦି ବ୍ଲକ୍ ଟମକା ଅଞ୍ଚଳରେ ଜଙ୍ଗଲୀ ବାରାହା ଆକ୍ରମଣରେ ୩ ଜଣ ଗୁରୁତର ହେବା ସହ ଜଣକର ମୃତ୍ୟୁ ଘଟିଛି ।

ଗୁରୁତରଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଜଣକ ହେଲେ ଉପର ଟମକା ଗ୍ରାମର ମନୋଜ ଦାସ, ତାଙ୍କ ବୟସ ୪୫ ବୋଲି ଜଣାପଡିଛି । ମଙ୍ଗଲ ନାୟକ, କଳାକାର ନାୟକ, ମାଳତୀ ଦାସ ସମେତ 4ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.