ETV Bharat / state

ଛାତରୁ ପଡି ବୃଦ୍ଧ ମୃତ

ଛାତ ଉପରେ ବୁଲ ବୁଲୁ ଗୋଡ ଖସି ବୃଦ୍ଧ ମୃତ । ମୃତକ ଜଣକ ଯାଜପୁର ବ୍ଳକ ହସନପୁର ଗ୍ରାମର ଅରକ୍ଷିତ ଦାସ । ଅଧିକ ପଢନ୍ତୁ..

old man fell from the roof
ଛାତରୁ ପଡ଼ି ବୃଦ୍ଧ ମୃତ
author img

By

Published : Jun 5, 2020, 8:13 PM IST

ଯାଜପୁର: ଛାତରୁ ପଡ଼ି ବୃଦ୍ଧ ମୃତ । ମୃତକ ଜଣକ ହେଲେ ଯାଜପୁର ବ୍ଳକ ହସନପୁର ଗ୍ରାମର ଅରକ୍ଷିତ ଦାସ ।

ଛାତରୁ ପଡ଼ି ବୃଦ୍ଧ ମୃତ

ଅରକ୍ଷିତ ନିଜ ଛାତ ଉପରକୁ ବୁଲିବାକୁ ଯାଇଥିବା ସମୟରେ ଛାତରୁ ଅଚାନକ ଗୋଡ଼ ଖସି ଯିବାରୁ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାରକରି ସୁଜନପୁର ସରକାରୀ ଡ଼ାକ୍ତରଖାନାକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.