ETV Bharat / state

ଏଥର ହେବନି ଓଡ଼ିଶା ପ୍ରସିଦ୍ଧ ବରୁଣେଶ୍ଵର ମେଳା, ରୋକ ଲଗାଇଲା ପ୍ରଶାସନ

ଏଥର ହେବନି ବରୁଣେଶ୍ଵର ମେଳା । କୋରୋନା ମହାମାରୀକୁ ଦୁଷ୍ଟିରେ ରଖି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବରୁଣେଶ୍ଵର ମେଳାକୁ ଚଳିତ ବର୍ଷ ପାଇଁ ରୋକ ଲଗାଇଲା ପ୍ରଶାସନ । ଅଧିକ ପଢନ୍ତୁ...

author img

By

Published : Jan 5, 2021, 7:14 AM IST

ଏଥର ହେବନି ଓଡ଼ିଶା ପ୍ରସିଦ୍ଧ ବରୁଣେଶ୍ଵର ମେଳା, ରୋକ ଲଗାଇଲା ପ୍ରଶାସନ
ଏଥର ହେବନି ଓଡ଼ିଶା ପ୍ରସିଦ୍ଧ ବରୁଣେଶ୍ଵର ମେଳା, ରୋକ ଲଗାଇଲା ପ୍ରଶାସନ

ଯାଜପୁର: ଏଥର ହେବନି ବରୁଣେଶ୍ଵର ମେଳା । କୋରୋନା ମହାମାରୀକୁ ଦୁଷ୍ଟିରେ ରଖି ଓଡ଼ିଶା ପ୍ରସିଦ୍ଧ ଯାଜପୁର ଜିଲ୍ଲାର ବରୁଣେଶ୍ଵର ମେଳାକୁ ଚଳିତ ବର୍ଷ ପାଇଁ ରୋକ ଲଗାଇଲା ପ୍ରଶାସନ । ତେବେ ଏନେଇ ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନର ଏକ ମିଳିତ ବୈଠକ ମଇଁଦାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

କୋରୋନା କାରଣରୁ ମନ୍ଦିର ନିକଟରେ ଜାନୁଆରୀ ୧୩ ତାରିଖ ରାତ୍ରରୁ ୨୩ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିବାକୁ ବୈଠକରେ ନିଷ୍ପତି ହୋଇଛି । ଏହି ପରିପ୍ରେକ୍ଷୀରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଉପସ୍ଥିତ ରହି କମିଟି ସହିତ ଆଲୋଚନା କରିଥିଲେ । ତେବେ ବରୁଣେଶ୍ବର କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.