ETV Bharat / state

ଗାଁରେ ବିଧାୟକଙ୍କ ରାତ୍ରିରହଣି, ଖାଇଲେ ରୁଟି ଓ ତରକାରୀ

ବିଧାୟକ ପ୍ରଣବ ପ୍ରକାଶ ଦାସ ଭୁଇଁପୁର ପଞ୍ଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଏହାସହ ତଳେ ବସି ସମସ୍ତଙ୍କ ସହ ରାତ୍ରି ଭୋଜନ ମଧ୍ୟ କରିଛନ୍ତି ।

ବିଧାୟକଙ୍କ ରାତ୍ରୀରହଣି
author img

By

Published : Nov 17, 2019, 11:32 PM IST

ଯାଜପୁର: ଗାଁରେ ରାତି କାଟିଲେ ଯାଜପୁର ବିଧାୟକ । ବିଧାୟକ ପ୍ରଣବ ପ୍ରକାଶ ଦାସ ଭୁଇଁପୁର ପଞ୍ଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଏହାସହ ତଳେ ବସି ସମସ୍ତଙ୍କ ସହ ରାତ୍ରିଭୋଜନ ମଧ୍ୟ କରିଛନ୍ତି । ଶନିବାର ସଂନ୍ଧ୍ୟା ସମୟରେ ବିଧାୟକ ଗାଁରେ ପହଞ୍ଚି ଗୋଟିଏ ଦିନ ରାତ୍ରିରହଣି କରିଥିଲେ ।

ବିଧାୟକଙ୍କ ରାତ୍ରୀରହଣି

ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ନେଇ ଶନିବାର ବିଧାୟକ ପ୍ରଣବ ପ୍ରକାଶ ଦାସ କତରାପୁର ଗାଁରେ ପହଞ୍ଚିଥିଲେ । କେତେଦୂର ସରକାରୀ ଯୋଜନା ଗାଁରେ ପହଞ୍ଚିଛି ଓ ଆଗକୁ କେଉଁ ସବୁ ଯୋଜନାର କାର୍ଯ୍ୟକାରୀ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ପରେ ରାତ୍ରିଭୋଜନ କରିବା ପରେ ରବିବାର ସକାଳୁ ଉଠି ସଫେଇ କାମରେ ଲାଗିପଡିଥିଲେ ।

ତେବେ ଗାଁରେ ଏଭଳି ରାଜନେତାଙ୍କ ରାତ୍ରିଯାପନ ସାଧାରଣ ଲୋକଙ୍କୁ ନିକଟତର କରାଇବା ସହ ସାଧାରଣ ଲୋକଙ୍କର ସମସ୍ୟା ଶିଘ୍ର ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug – Mla night camp
Format – AVO
Reporter – Gyanaranjan ojha
Place – Jajpur
Date - 17.11.2019
Anchor – ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭୁଇଁପୁର ପଂଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଗତକାଲି ବିଧାୟକ ସଂଧ୍ୟାରେ ଗାଁରେ ପହଂଚି ଗ୍ରାମବାସୀଙ୍କ ସଂହିତ ଗାଁର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ସରକାରୀ ଯୋଜନା ଗାଁରେ କେତେ ପହଂଚିଛି ଓ ଆଗକୁ କେଉଁ ସବୁ ଯୋଜନା ରହିଛି ସେ ସବୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଏହାପରେ ଗାଁ ମହିଳାଙ୍କ ହାତ ତିଆରି ରୁଟି ତରକାରି ଓ ଭଜା ଖାଇ ଶୋଇଥିଲେ । ସକାଳୁ ଉଠି ସପେଂଇ କାମ ରେ ଲାଗିପଡିଥିଲେ । ଏଭଳି ରାତ୍ରିଯାପନ ପଂଳରେ ସାଧାରଣ ଲୋକଙ୍କ ନିକଟତର ହେବା ସହିତ ଲୋକଙ୍କ ସମସ୍ୟାର ସମାଧାନ ଶିଘ୍ର ହୋଇପାରିବ ବୋଲି ମତପ୍ରକାଶ ପାଇଛି ।

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.