ETV Bharat / state

ମାର୍କଣ୍ଡପୁରରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ

ଲକ ଡାଉନର ସୁଯୋଗ ନେଇ ମାତିଲେ ଲୁଟେରା । ଯାଜପୁର ଥାନା ମାର୍କେଣ୍ଡପୁରରେ ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ କିଛି ଦୁର୍ବୃତ୍ତ ।

ମାର୍କଣ୍ଡପୁରରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ
ମାର୍କଣ୍ଡପୁରରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ
author img

By

Published : Apr 6, 2020, 1:25 PM IST

ଯାଜପୁର: ଚାରିଆଡେ କୋରୋନା ପାଇଁ ଲକ ଡାଉନ ଜାରି ରହିଛି । ଏଭଳି ସ୍ଥିତିରେ ଲୁଟ କରିବାକୁ ପଛାଉ ନାହାଁନ୍ତି ଲୁଟେରା । ଯାଜପୁର ଥାନା ମାର୍କେଣ୍ଡପୁରରେ ଥିବା ଟାଟା ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି କେତେକ ଦୁର୍ବୃତ୍ତ ଟଙ୍କା ଲୁଟ ଉଦ୍ୟମ କରି ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

ମାର୍କଣ୍ଡପୁରରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ
ମାର୍କଣ୍ଡପୁରରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ
ମାର୍କଣ୍ଡପୁରରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ

ସେପଟେ, ଏ ସମ୍ପର୍କରେ ଖବର ପାଇ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ, ଏଟିଏମ କର୍ତ୍ତୃପକ୍ଷ ଏହାର ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ କମ୍ପ୍ୟୁଟର ତଥ୍ୟ ଦେବା ପରେ ଲୁଟେରାଙ୍କ ବିଷୟରେ ଜଣାପଡିବ ବୋଲି ଯାଜପୁର ଥାନା ଅଧିକାରୀ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.