ETV Bharat / state

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଦ୍ବିତୀୟ ଏମସିଏଚ ବିଲ୍ଡିଂର ଭିତ୍ତିପ୍ରସ୍ଥର ସ୍ଥାପନ - Jajpur news latest news

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦ୍ବିତୀୟ ଏମସିଏଚ ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ। ବିଲ୍ଡିଂ ପାଇଁ ମୋଟ ୩୪ କୋଟି ୬୧ ଲକ୍ଷ ୪୬ ହଜାର ଟଙ୍କାର ବ୍ୟୟ ଅଟକଳ । ଅଧିକ ପଢନ୍ତୁ:

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ୨ୟ ଏମସିଏଚ ବିଲଡିଂର ଭିତ୍ତିପ୍ରସ୍ଥର ସ୍ଥାପନ

author img

By

Published : Nov 9, 2020, 9:56 PM IST

ଯାଜପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦ୍ବିତୀୟ ଏମସିଏଚ ବିଲଡିଂର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିଲ୍ଡିଂଟି ୭ ମହଲା ବିଶିଷ୍ଠ ହେବା ସହ ଏଥିରେ ୨୫୦ଟି ବେଡର ବ୍ୟବସ୍ଥା କରାଯିବ । ଏହି ମହିଳା ଓ ଶିଶୁ ସମେତ ସବୁ ବିଭାଗର ରୋଗୀମାନେ ଏଠାରେ ଚିକିତ୍ସିତ ହୋଇପାରିବେ । ଏହି ବିଲ୍ଡିଂ ପାଇଁ ମୋଟ ୩୪ କୋଟି ୬୧ ଲକ୍ଷ ୪୬ ହଜାର ଟଙ୍କା ଖର୍ଚ୍ଚ ହେବା ପାଇଁ ଅଟକଳ ହୋଇଛି ।

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ୟ ଏମସିଏଚ ବିଲଡିଂର ଭିତ୍ତିପ୍ରସ୍ଥର ସ୍ଥାପନ

ଏହି ବିଲ୍ଡିଂର ନିର୍ମାଣ ସରିଲେ ଉଭୟ ଯାଜପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲାବାସୀ ଉପକୃତ ହୋଇପାରିବେ ।

ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ବଳ ପ୍ରମୁଖ ଯୋଗ ଦେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.