ETV Bharat / state

କୁଆଖିଆ ପୋଲିସ ଦ୍ୱାରା ୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଜବତ - ୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଜବତ

କୁଆଖିଆ ପୋଲିସ ଦ୍ବାରା ଜବତ ୬ ଲକ୍ଷ ଟଙ୍କାର ଚୋରା ମୋବାଇଲ ଫୋନ । ଜବତ ମଧ୍ୟରେ ୪୯ଟି ଦାମୀ ଆଣ୍ଡ୍ରଏଡ଼ ମୋବାଇଲ ଫୋନ, ଗୋଟିଏ ଟ୍ୟାବ, ୫ଟି ପାୱାର ବ୍ୟାଙ୍କ, ଇଅର ଫୋନ ଆଦି ସାମଗ୍ରୀ ରହିଛି। ଅଧିକ ପଢନ୍ତୁ...

କୁଆଖିଆ ପୋଲିସ ଦ୍ୱାରା ୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଜବତ

author img

By

Published : Jul 23, 2020, 5:27 AM IST

ଯାଜପୁର: କୁଆଖିଆ ପୋଲିସ ଦ୍ବାରା ଜବତ ୬ ଲକ୍ଷ ଟଙ୍କାର ଚୋରା ମୋବାଇଲ ଫୋନ । ଜବତ ମଧ୍ୟରେ ୪୯ଟି ଦାମୀ ଆଣ୍ଡ୍ରଏଡ଼ ମୋବାଇଲ ଫୋନ, ଗୋଟିଏ ଟ୍ୟାବ, ୫ଟି ପାୱାର ବ୍ୟାଙ୍କ, ଇଅର ଫୋନ ଆଦି ସାମଗ୍ରୀ ରହିଛି।

କୁଆଖିଆ ପୋଲିସ ଦ୍ୱାରା ୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଜବତ

ଗତକାଲି ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ମୁଗୁପାଳ ଛକ ନିକଟରେ ଏହି ସାମଗ୍ରୀକୁ ଜବତ କରିଛି ପୋଲିସ। କୁଆଖିଆ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଏହି ସାମଗ୍ରୀ ଲୁଟ କରି ଖସି ଯାଉଥିବା ସମୟରେ ଦୁର୍ବୁତ୍ତମାନେ ପୋଲିସ ହାବୁଡ଼ରେ ପଡ଼ିଥିଲେ।

ତେବେ ଅନ୍ଧାରର ସୁଯୋଗ ନେଇ ଏହି ଘଟଣାରେ ସାମିଲ ଥିବା ୩ ଜଣ ଦୁର୍ବୃତ୍ତ ପୋଲିସକୁ ଚକମା ଦେଖାଇ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ। ସେଠାରୁ ଲୁଟ ସାମଗ୍ରୀକୁ ଉଦ୍ଧାର କରିଥିଲା ପୋଲିସ। ତେବେ ବୁଧବାର ସକାଳୁ ଉକ୍ତ ବ୍ୟବସାୟୀ ଜଣକ ଦୋକାନ ଭାଙ୍ଗି ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଚଳାଇଛି। ଖୁବଶୀଘ୍ର ଏହି ଘଟଣାରେ ସଂପୃକ୍ତ ଥିବା ଲୁଟେରାଙ୍କୁ ଧରାଯିବ ବୋଲି ଯାଜପୁର କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.