ETV Bharat / state

୨୦୨୨ ସୁ୍‌ଦ୍ଧା ଯାଜପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ - jajpur medical hub

ଆଗାମୀ ୨ ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲା ହେବ ମେଡିକାଲ ହବ । ସୂଚନା ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

୨୦୨୨ ସୁ୍‌ଦ୍ଧା ଯାଜପୁର ହେବ ମେଡିକାଲ ହବ
୨୦୨୨ ସୁ୍‌ଦ୍ଧା ଯାଜପୁର ହେବ ମେଡିକାଲ ହବ
author img

By

Published : Nov 21, 2020, 12:38 PM IST

ଯାଜପୁର: ମେଡିକାଲ କଲେଜ ଭିତ୍ତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର । ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ । କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ ଗତିରେ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

୨୦୨୨ ସୁ୍‌ଦ୍ଧା ଯାଜପୁର ହେବ ମେଡିକାଲ ହବ

ଭିତ୍ତିଭୂମିର ବିକାଶ ହେବା ପରେ ଏହି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ସେହିପରି ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଣ୍ଟର ଏବଂ ଜିଲ୍ଲା ସଦର ମହକୁମାରେ ଦ୍ବିତୀୟ ଏମସିଏଚ ବିଲ୍ଡିଂ ହେବା ପରେ ଆଗାମୀ ୨ ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲା ମେଡିକାଲ ହବ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.