ETV Bharat / state

ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ, ପଲସରରେ ଆସି ଝାମ୍ପି ନେଲେ ଗହଣା ବ୍ୟାଗ

author img

By

Published : Aug 3, 2019, 3:42 AM IST

ଯାଜପୁର ସହରର ବିରଜା ହାଟ ନିକଟରେ ଜଣେ ସୁନା ଗହଣା ଦୋକାନୀ ହାତରୁ ଦିନ ଦ୍ବିପ୍ରହରରେ ଅଳଙ୍କାର ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର । ଉକ୍ତ ବ୍ୟାଗରେ ୫୦୦ ଗ୍ରାମ ସୁନା ଓ ୨ କେଜି ରୁପା ଅଳଙ୍କାର ଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ସହରରେ କଳା ପଲସର ଆତଙ୍କ । ସୁନା ଗହଣା ଦୋକାନୀ ହାତରୁ ଦିନ ଦ୍ବିପ୍ରହରରେ ଅଳଙ୍କାର ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର । ଏଭଳି ଘଟଣା ଘଟିଛି ଯାଜପୁର ସହରର ବିରଜା ହାଟ ନିକଟରେ । ଏଠାରେ ଜଣେ ସୁନା ବ୍ୟବସାୟୀଙ୍କ ଗହଣା ବ୍ୟାଗ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ପଣ୍ଡା ଜୁଏଲର୍ସ ମାଲିକ ରମାକାନ୍ତ ପଣ୍ଡା ପ୍ରତିଦିନ ଭଳି ଆଜି ଦୋକାନ ଖୋଲିବାକୁ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଦୁଇ ଜଣ ଲୁଟେରା ଗୋଟିଏ କଳା ପଲସରରେ ଆସି ତାଙ୍କ ହାତରୁ ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଫେରାର ହୋଇଗଲେ। ପ୍ରତ୍ୟେକ ରାତିରେ ରମାକାନ୍ତ ମୂଲ୍ୟବାନ ଅଳଙ୍କାରକୁ ନିଜ ଘରକୁ ନେଇ ଯାଆନ୍ତି ଏବଂ ସକାଳୁ ଆସିବା ବେଳେ ନିଜ ଦୋକାନକୁ ଆଣିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଉକ୍ତ ବ୍ୟାଗରେ ୫୦୦ ଗ୍ରାମ ସୁନା ଓ ୨ କେଜି ରୁପା ଅଳଙ୍କାର ଥିବା ଅଭିଯୋଗ ହୋଇଛି । ଏ ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ସହରରେ ଅନେକ ଥର ଲୁଟେରା ଦିନ ଦ୍ବିପହରରେ ଲୁଟି ଫେରାର ହୋଇଛନ୍ତି । ଏବା ବାରମ୍ବାର ପୁନରାବୃତ୍ତି ହେଉଥିବାରୁ ଏବେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-loot
format-avo
reporter-Gyanaranjan ojha
place-jajpur
date-02.08.19
Anchor---
ଯାଜପୁର ସହରରେ କଳା ପଲସର ଆତଙ୍କ । ସୁନା ଗହଣା ଦୋକାନୀ ହାତରୁ ଦିନ ଦ୍ୱିପ୍ରହରରେ ଅଳଙ୍କାର ବ୍ୟାଗ ଝାମ୍ପି ନେଇ ଲୁଟେରା ପେଂରାର । ଘଟଣା ଘଟିଛି ଯାଜପୁର ସହରର ବିରଜା ହାଟ ନିକଟରେ । ପଣ୍ଡା ଜୁଏଲର୍ସ ମାଲିକ ରମାକାନ୍ତ ପଣ୍ଡା ପ୍ରତିଦିନ ଭଳି ଆଜି ଦୋକାନ ଖୋଲିବାକୁ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ୁତ ଥିବା ଦୁଇ ଜଣ ଲୁଟେରା ଗୋଟିଏ କଳା ପଲସର ରେ ଆସି ତାଙ୍କ ହାତରୁ ଅଳଙ୍କାର ଭର୍ତି ବ୍ୟାଗ ନେଇ ପେଂରାର ହୋଇଯାଇଥିଲେ । ପ୍ରତ୍ୟେକ ରାତ୍ରିରେ ରମାକାନ୍ତ ମୂଲ୍ୟବାନ ଅଳଙ୍କାରକୁ ନିଜ ଘରକୁ ନେଇ ଯାଆନ୍ତି ଏବଂ ସକାଳୁ ଆସିବା ବେଳେ ନିଜ ଦୋକାନକୁ ଆଣିଥାନ୍ତି । ଉକ୍ତ ବ୍ୟାଗରେ ୫୦୦ ଗ୍ରାମ ସୁନା ଓ ୨ କେଜି ରୁପା ଅଳଙ୍କାର ଥିବା ଅଭିଯୋଗ ହୋଇଛି । ଏ ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ସହରରେ ଏକାଧିକ ଥର ଲୁଟେରା ଦ୍ୱିନ ଦ୍ୱିପ୍ରହରରେ ଲୁଟ କରି ପେଂରାର ହେବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।
Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.