ETV Bharat / state

ପ୍ରେସ ଫୋରମ ପକ୍ଷରୁ ଯାଜପୁରରେ ଚାଲିଛି ବୃକ୍ଷରୋପଣ କାର୍ଯ୍ୟକ୍ରମ - ଯାଜପୁରରେ ବୃକ୍ଷରୋପଣ

ବୃକ୍ଷ ହିଁ ଜୀବନ ଏବଂ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ଏହାର ଯତ୍ନ ନେବା ଆବଶ୍ୟକ । ଏଭଳି ଆହ୍ବାନର ସହ ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 5, 2019, 5:36 PM IST

ଯାଜପୁର: ଜିଲ୍ଲା ଖଣ୍ଡାହତା ୟୁପି ସ୍କୁଲରେ ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରା, ବ୍ୟାସନଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ସପନ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବୃକ୍ଷ ହିଁ ଜୀବନ ଏବଂ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ଏହାର ଯତ୍ନ ନେବା ଆବଶ୍ୟକ ବୋଲି ଅତିଥିମାନେ ଆହ୍ବାନ ଦେଇଥିଲେ । ଏହି ଅବସରରେ ବ୍ୟାସନଗର ପ୍ରେସ ଫୋରମର ସଭାପତି ଅଭୟ ପତି, ସମ୍ପାଦକ ଉଦୟ ନାଥ ଖଣ୍ଡାଇ, ବ୍ୟାସନଗର ପ୍ରେସ ଫୋରମର ସମସ୍ତ ସଭ୍ୟ, ଖଣ୍ଡାହତା ଗ୍ରାମର ସ୍ବୟଂସହାୟକ ଗୋଷ୍ଠି ଓ ଗ୍ରାମର ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:SLUG –Plantation
FORMAT – Avb
REPORT – Gyanaranjan ojha
PLACE - JAJPUR
DAT E – 05 . 08 . 19
ଆଙ୍କର - ଯାଜପୁର ଜିଲ୍ଲା ଖଣ୍ଡାହତା ୟୁ ପି ସ୍କୁଲରେ ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରା, ବ୍ୟାସନଗର କାର୍ଯ୍ୟ ନିର୍ବାହି ଅଧିକାରୀ ସପନ କୁମାର ନନ୍ଦ ପ୍ରମୁଖ ଉପସ୍ତିତ ରହି ବୃକ୍ଷ ରୋପଣ କରିଥିଲେ । ବୃକ୍ଷ ହିଁ ଜୀବନ ଏବଂ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ଏହାର ଯତ୍ନ ନେବା ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ବ୍ୟାସନଗର ପ୍ରେସ ଫୋରମର ସଭାପତି ଅଭୟ ପତି,ସମ୍ପାଦକ ଉଦୟ ନାଥ ଖଣ୍ଡାଇ, ବ୍ୟାସନଗର ପ୍ରେସ ଫୋରମର ସମସ୍ତ ସଭ୍ୟ, ଖଣ୍ଡାହତା ଗ୍ରାମର ସ୍ୱୟଂସହାୟକ ଗୋଷ୍ଠି ଓ ଗ୍ରାମର ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ।
ବାଇଟ୍ - ସନ୍ତୋଷ କୁମାର ମିଶ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.