ETV Bharat / state

ଯାଜପୁର ପୌରପାଳିକା ପକ୍ଷରୁ ଏକ କୋଭିଡ କିଓସ୍କ ଉଦଘାଟିତ

author img

By

Published : Nov 7, 2020, 8:21 PM IST

ଯାଜପୁର ପୌରପାଳିକା ଏବଂ ଓରମାସ ପକ୍ଷରୁ ଗାନ୍ଧୀ ଛକ ନିକଟରେ ଏକ କୋଭିଡ କିଓସ୍କ ଉଦଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ...

Jajpur Municipality has inaugurated a Kovid Kiosk
ଯାଜପୁର ପୌରପାଳିକା ପକ୍ଷରୁ ଏକ କୋଭିଡ କିଓସ୍କ ଉଦଘାଟିତ

ଯାଜପୁର: ଯାଜପୁର ପୌରପାଳିକା ଏବଂ ଓରମାସ ପକ୍ଷରୁ ଗାନ୍ଧୀ ଛକ ନିକଟରେ ଏକ କୋଭିଡ କିଓସ୍କ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଏହାକୁ ଉଦଘାଟନ କରିଥିଲେ ।

ଏହି କେନ୍ଦ୍ରରେ କୋଭିଡ ସଂପର୍କରେ ସମସ୍ତ ପ୍ରକାର ସୂଚନା ମିଳିବା ସହିତ କୋରୋନା ମୁକାବିଲା ପାଇଁ ହ୍ୟାଣ୍ଡୱାସ, ସାନିଟାଇଜର,ଗ୍ଲୋଭ୍‌ସ,ଫେସ ମାସ୍କ ଏବଂ କାଢ଼ା ମିଳିପାରିବ । ଏହି କାର୍ଯ୍ୟକ୍ରମରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଓରମାସର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.