ETV Bharat / state

kuakhia Police Detained six Accused: ଗୁଳି ଫୁଟାଇ ବନ୍ଧା ହେଲେ ୬ ଯୁବକ

author img

By

Published : Nov 24, 2021, 7:49 PM IST

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଅପରାଧ । ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ସାଧାରଣ ଲୋକେ । ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରୁଥିବା ୬ଜଣ ଯୁବକଙ୍କୁ (six young man detained in kuakhia) ଗିରଫ କରି କୋର୍ଟ ଚାଲାଣ କରିଛି କୁଆଖିଆ ପୋଲିସ । ଅଧିକ ପଢନ୍ତୁ

Firing : ଗୁଳି ଫୁଟାଇ ବନ୍ଧା ହେଲେ ୬ ଯୁବକ
Firing : ଗୁଳି ଫୁଟାଇ ବନ୍ଧା ହେଲେ ୬ ଯୁବକ

ଯାଜପୁର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଅପରାଧ । ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ସାଧାରଣ ଲୋକେ । ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରୁଥିବା ୬ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୁଆଖିଆ ପୋଲିସ । ସୂଚନା ଅନୁସାରେ, କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ପଞ୍ଚାୟତ ଆଦମପୁର ଛକ ନିକଟରେ ୬ଜଣ ଯୁବକ ଗୁଳି ଫୁଟାଇ ସାଧାରଣରେ ଆତଙ୍କ ସୃଷ୍ଟି କରୁଥିଲେ ।

Firing : ଗୁଳି ଫୁଟାଇ ବନ୍ଧା ହେଲେ ୬ ଯୁବକ

ଯୁବକମାନେ ରାସ୍ତା କଡରେ ମଦ୍ୟପାନ କରିବା ସହ ଏଭଳି ଅସାମାଜିକ କାର୍ଯ୍ୟ କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇଯାଇଥିଲେ । ଏନେଇ ଲୋକେ କୁଆଖିଆ ପୋଲିସକୁ ଖବର ଦେଇଥିଲେ । ଅଭିଯୋଗ ପାଇ ପୋଲିସ ୬ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ତେବେ ସେମାନଙ୍କ ଠାରୁ ପୋଲିସ ଏକ ଏୟାର ପିସ୍ତଲ ଜବତ କରିଥିବା ବେଳେ ଅଭିଯୁକ୍ତ ୬ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.