ETV Bharat / state

ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି କଲା ପିପୁଲ ଫର ସେବାର ଯାଜପୁର ଶାଖା - ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ

ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏ ନେଇ ପିପୁଲ ଫର ସେବାର ଯାଜପୁର ଶାଖା ସଦସ୍ୟମାନେ ଆଦିତ୍ୟଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ କରିବାକୁ ଦାବୀ କରିଛନ୍ତି । ଅଧିକ ପଢନ୍ତୁ...

ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଦାବୀ କଲା ପିପୁଲ ଫର ସେବାର ଯାଜପୁର ଶାଖା

author img

By

Published : Jul 16, 2020, 3:45 PM IST

ଯାଜପୁର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ କରିବାକୁ ଦାବି କଲେ ପିପୁଲ ଫର ସେବାର ଯାଜପୁର ଶାଖା । ଏ ନେଇ ଗୁରୁବାର ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ କରାଯାଇଛି ।

ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଦାବୀ କଲା ପିପୁଲ ଫର ସେବାର ଯାଜପୁର ଶାଖା

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଅମର ଆତ୍ମାର ସଦଗତି ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ସମୂହ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିପୁଲ ଫର ସେବାର ଯାଜପୁର ଶାଖା ପକ୍ଷରୁ ଏହି ଦୀପଦାନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ସଂଗଠନର ସଦସ୍ୟ ମାନେ ଯୋଗ ଦେଇ ଆଦିତ୍ୟଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ କରିବାକୁ ଦାବୀ କରିଥିଲେ ।

ସୂଚନାଥାଉକି ଗତ 9 ତାରିଖ ଦିନ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନର ରେଳଧାରଣାରେ ମିଳିଥିଲା । ଏହା ଏକ ଆତ୍ମହତ୍ୟା ନା ହତ୍ୟାକାଣ୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଠ ହୋଇପାରିନାହିଁ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.