ETV Bharat / state

ଖେଳପଡିଆର ଉନ୍ନତିକରଣ ନାଁରେ ସରକାରୀ ଅର୍ଥ ହଡପ ଅଭିଯୋଗ - ସରକାରୀ ଅର୍ଥକୁ ହଡ଼ପ ଅଭିଯୋଗ

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ବାଙ୍ଗରା ଗ୍ରାମରେ ଦୁଇଟି ଖେଳପଡ଼ିଆର ଉନ୍ନତିକରଣ ନାଁରେ ସରକାରୀ ଅର୍ଥକୁ ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଖେଳପଡ଼ିଆର ଉନ୍ନତିକରଣ ନାଁରେ ସରକାରୀ ଅର୍ଥକୁ ହଡ଼ପ ଅଭିଯୋଗ

author img

By

Published : Oct 1, 2020, 2:48 PM IST

Updated : Oct 1, 2020, 5:54 PM IST

ଯାଜପୁର: ଖେଳପଡ଼ିଆର ଉନ୍ନତିକରଣ ନାଁରେ ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ବାଙ୍ଗରା ଗ୍ରାମରେ ଦୁଇଟି ଖେଳପଡ଼ିଆର ଉନ୍ନତିକରଣ ନାଁରେ ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଖେଳପଡ଼ିଆର ଉନ୍ନତିକରଣ ନାଁରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗ

ବାଙ୍ଗରା ୱାର୍ଡ଼ର ଖେଳପଡ଼ିଆ ଉନ୍ନତିକରଣ ପାଇଁ ୩ ଲକ୍ଷ ୭ ହଜାର ୮୮ ଟଙ୍କା ଆସିଥିଲା । ସେହିପରି ବାଙ୍ଗରା ଉପ୍ରା ବିଦ୍ୟାଳୟ ଖେଳପଡ଼ିଆ ନାମରେ ୧ ଲକ୍ଷ ୪୧ ହଜାର ୮୯୪ ଟଙ୍କାକୁ କୈାଣସି କାର୍ଯ୍ୟ କରାଯାଇ ନଥିବା ଅଭିଯୋଗ କରି ଟଙ୍କାକୁ ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଉଭୟ କାର୍ଯ୍ୟରେ ପଞ୍ଚାୟତର ଜନପ୍ରତିନିଧି, ଜିଆରଏସ ଓ ପିଇଓ ସଂପୃକ୍ତ ଅଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ଲିଖିତ ଅଭିଯୋଗ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିବା ସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Oct 1, 2020, 5:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.