ETV Bharat / state

କୋରୋନା ପାଇଁ ଯାଜପୁରରେ ଫିକା ପଡିଲା ଗଜାନନଙ୍କ ପୂଜା - କୋରୋନା

ଆଜି ସାରାଦେଶରେ ପାଳିତ ହେଉଛି ଗଣେଶ ପୂଜା । ହେଲେ ଚଳିତ ବର୍ଷ ପୂଜା ବଜାର ଫିକା ପଡିଛି । କୋରୋନା ପ୍ରଭାବ ସିଧାସଳଖ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଅଧିକ ଖବର ପଢନ୍ତୁ...

କୋରୋନା ପାଇଁ ଯାଜପୁରରେ ଫିକା ପଡିଲା ଗଜାନନଙ୍କ ପୂଜା

author img

By

Published : Aug 22, 2020, 8:20 PM IST

ଯାଜପୁର: ଆଜି ସାରାଦେଶରେ ପାଳିତ ହେଉଛି ଗଣେଶ ପୂଜା । ହେଲେ ଚଳିତ ବର୍ଷ ପୂଜା ବଜାର ଫିକା ପଡିଛି । କୋରୋନା ପ୍ରଭାବ ସିଧାସଳଖ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଦେଶ ଓ ରାଜ୍ୟରେ ଯେଭଳି କୋରୋନା ସଂକ୍ରମଣ ବଢୁଛି, ସେଥିପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ କୌଣସି ସ୍କୁଲ, କଲେଜ ଓ ମଣ୍ଡପରେ ଗଣେଶ ପୂଜା ଉପରେ ନିଷେଦ୍ଧାଦେଶ ଜାରି କରାଯାଇଛି ।

କୋରୋନା ପାଇଁ ଯାଜପୁରରେ ଫିକା ପଡିଲା ଗଜାନନଙ୍କ ପୂଜା

ସେଥିପାଇଁ ଆଜି ଯାଜପୁର ଜିଲ୍ଲାର ୧୦ଟି ବ୍ଳକ ଓ ୨ଟି ପୌରପରିଷଦର କୌଣସି ଜାଗାରେ ସ୍କୁଲ, କଲେଜ ଓ ମଣ୍ଡପରେ ଗଣେଶ ପୂଜା ଦେଖିବାକୁ ମିଳି ନଥିଲା। ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଜନସାଧାରଣ ନିଜନିଜ ଘରେ ଗଜାନନଙ୍କ ପୂଜାର୍ଚ୍ଚନା କରିଥିଲେ। ଏଥିସହିତ ଆଗାମୀ ଦିନରେ ଭାରତ କିଭଳି କୋରୋନା ମୁକ୍ତ ହେବ ପ୍ରଭୁ ଗଣେଶଙ୍କୁ ସୁମରଣା କରିଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.