ETV Bharat / state

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ - ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପାଇଁ ଅଯୋଧ୍ୟା ଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଉପଲକ୍ଷେ ବ୍ୟାସନଗର ପୌରାଞ୍ଚଳସ୍ଥିତ ଫେରୋକ୍ରମ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ପରିସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ

author img

By

Published : Jan 18, 2021, 7:02 PM IST

ଯାଜପୁର: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପାଇଁ ଅଯୋଧ୍ୟାଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଉପଲକ୍ଷେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ସ୍ଥିତ ଫେରୋକ୍ରମ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ପରିସରରେ ଆଜି ବ୍ୟାସନଗର ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ

ଏହି ଶୁଭାରମ୍ଭ ଉତ୍ସବସ୍ଥଳୀରେ ଜମାକାରୀ ସତ୍ୟଜିତ ଶତପଥୀ ଟୋଲିର ହିସାବ ରକ୍ଷକ ସୁଶାନ୍ତ ମହାନ୍ତ, ବରିଷ୍ଠ ସ୍ୱୟଂସେବକ କୃଷ୍ଣ ଚନ୍ଦ୍ର ଲେଙ୍କା ଓ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ନିଜ ନିଜର ଦାନ ରାଶି ସମର୍ପଣ କରିଥିଲେ । ଏହି ପୌରାଞ୍ଚଳ ୨୬ ଗୋଟି ୱାର୍ଡରେ ନିଧି ସଂଗ୍ରହ ଲାଗି ୧୬ ଟୋଲି ବା ଟିମ ଗଠନର ଅଭିଯାନରେ ରହିଥିବା ପ୍ରତ୍ୟେକ ବ୍ୟକ୍ତି ଅଞ୍ଚଳରେ ଚଳିତ ମାସ ଜାନୁଆରୀ ୩୧ ପର୍ଯ୍ୟନ୍ତ ପ୍ରତ୍ୟେକ ଘରୁ ଦାନ ବା ନିଧି ପାଣ୍ଠି ସଂଗ୍ରହ କରିବା ଲାଗି ସତ୍ୟଜିତ ଶତପଥୀ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.