ETV Bharat / state

ନଗଡ଼ା ଅଞ୍ଚଳରେ ବନ୍ୟା, ଯୋଗାଯୋଗ ବିଚ୍ଛିନ୍ନ - ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ

ନଗଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ବନ୍ୟା ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 8, 2019, 10:35 AM IST

ଯାଜପୁର: ସୁକିନ୍ଦା ବ୍ଳକ ନଗଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ବିଭିନ୍ନ ଗାଁରେ ବନ୍ୟା ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ନଗଡ଼ା ଅଞ୍ଚଳର ଦେଓଗାଁ, ସତକୁଳିଆ, ଦୈତାରୀ ପାହାଡ଼ ଆଦି ତଳେ ଥିବା ଖୁଣ୍ଟାପସି, ଚିଙ୍ଗୁଡ଼ିପାଳ ଓ ରଗଦା ଡ୍ୟାମ ନିକଟସ୍ଥ ଗାଁରେ ବନ୍ୟା ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ବିଭିନ୍ନ ପାହାଡ ପାର୍ଶ୍ବ ନାଳର ସେତୁ ଉପରେ ୨ ରୁ ୪ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ସେତୁ ଉପରେ ବର୍ଷାଜଳ ପ୍ରଭାବିତ ହେତୁ ଖରଖରୀ ଓ ଡ଼ମଶାଳ ସେତୁ ଉପରେ ଯାତାୟତ ବନ୍ଦ ହୋଇଛି। ନଗଡ଼ା ସହିତ ଢେଙ୍କାନାଳ ଜିଲ୍ଲାର ଅନ୍ତର୍ଗତ ବିଭିନ୍ନ ସୀମାନ୍ତ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲା ବହୁ ଚର୍ଚ୍ଚିତ ସୁକିନ୍ଦା ବ୍ଳକ ନଗଡ଼ାକୁ ଯାତାୟାତ ବିଚ୍ଛିନ୍ନ। ଓଡ଼ିଶାରେ ଦୁଇଦିନ ଧରରି ଲଗାଣ ବର୍ଷା ଯୋଗୁ ନଗଡ଼ା ରାସ୍ତାରେ ପ୍ରବଳ ମାତ୍ରରେ ବର୍ଷା ଜଳ ଉବୁଟୁବୁ ବଣ ପାହାଡ଼ ଘେରା ଏହି ପଂଚାୟତର ବିଭିନ୍ନ ଗାଁରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଦେଓଗାଁ, ସତକୁଳିଆ, ଦୈତାରି ପାହାଡ଼ ଆଦି ତଳେ ଥିବା ଖୁଣ୍ଟାପସି, ଚିଙ୍ଗୁଡ଼ିପାଳ, ଓ ରଗଦା ଡ୍ୟାମ ପାଖରେ ଥିବା ଗାଁ ରେ ବନ୍ୟା ଜଳ ପଶିଛି। ଏଥିପାଇଁ ବିଭିନ୍ନ ପାହାଡ଼ ତଳ ଉପଯୁକ୍ତ ନାଳ ଉପରେ ନିର୍ମିତ ବିଭିନ୍ନ ସେତୁ ଉପରେ ୨ରୁ୪ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ସେତୁ ଉପରେ ବର୍ଷା ଜଳ ପ୍ରଭାବିତ ହେତୁ ଖରଖରୀ ଓ ଡ଼ମଶାଳ ସେତୁ ଉପରେ ଗମନାଗମନ ଠପ ହୋଇଯାଇଛି। ନଗଡ଼ା ସହିତ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସୀମାନ୍ତ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏତେ ପରିମାଣ ର ଜଳ ପ୍ରଭାବିତ ଯୋଗୁ ନଗଡ଼ା ବସି ଅଧା ତିଆରି ହୋଥିବା ବ୍ରିଜ ଉପରେ ଯିବା ଆସିବା କରୁଛନ୍ତି।Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.